୯ ଫୁଟ୍ ଲମ୍ବ ର ଅହିରାଜ ଉଦ୍ଧାର
Ahiraj, 6 feet tall, was rescued
ଓଡ଼ଗାଁ:- ବଳରାମପୁର ଗ୍ରାମରୁ ୯ ଫୁଟ୍ ଲମ୍ବ ର ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି। ବିଳମ୍ବିତ ରାତିରେ ବଳରାମପୁର ଗ୍ରାମର ମହାଜନ ନାୟକଙ୍କ ଘରେ ଅହିରାଜ ସାପ କୁ ଦେଖିଥିଲେ । ଦୁଇ ସାପ ଧରାଳି ସିଧାର୍ଥ ସାହୁ ଓ ଜଗନ୍ନାଥ ସାହୁ ଖବର ପାଇ ପହଞ୍ଚି ୯ ଫୁଟ୍ ଲମ୍ବ ର ଏହି ଅହିରାଜ ସାପ କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ସ୍ଥାନୀୟ ଗୋଛା ଜଙ୍ଗଲରେ ସାପଟି କୁ ଛଡା ଯାଇଥିବା ଜଣାପଡିଛି।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
:- ୩୦/୧୦/୨୧---- ୩୦/୧୦/୨୦୨୧----୭,୩୦ Sakhigopal News,30/10/2021