Breaking News

ଆମର ଗାଁ ଚିତ୍ରାଙ୍କନ ପ୍ରତିଯୋଗିତା

 
ବରଗଡ଼---ବରଗଡ ଜିଲ୍ଳା ଭେଡେନ ବ୍ଳକ ଅନ୍ତର୍ଗତ ପପଙ୍ଗା ଗ୍ରା.ପ.କୋଲୋନୀ ଛକ ଠାରେ ଆମର ଗାଁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।  ଜୁନିୟର ବିଭାଗରେ ଶ୍ରୀ ସତ୍ୟବାନ ପଧାନ (ଜାଣ୍ଡୋଲ)ପ୍ରଥମ ,କୁମାରୀ ଶୁଚିସ୍ମିତା ପଣ୍ଡା(ଭେଡେନ)ଦ୍ବିତୀୟ,ଶ୍ରୀ ସ୍ପନ୍ଦନ ପଣ୍ଡା (ଭେଡେନ)ତୃତୀୟ ହୋଇଛନ୍ତି। ପନ୍ଦର ବୟସ ରୁ ଅଧିକ ଜୁନିୟର ବିଭାଗରେ ଶ୍ରୀ ଆୟୁଷ ମହାପାତ୍ର(ବରଗଡ)ପ୍ରଥମ,କୁମାରୀ ଝିଲି ବାରିକ(ପପଙ୍ଗା କଲୋନୀ)ଓସୁଶ୍ରୀ ସୁରଚିତା ଦାଶ(ହୀରିକୁଦ)ଦୁଇଜଣ ସମାନ ଦ୍ବିତୀୟ,ଶ୍ରୀ ଚନ୍ଦନ ଚିର୍ଗୁନ (ଖାଉପାଲି)ଓ ଶ୍ରୀ ସ୍ବସ୍ତିକ କୁମାର ପଧାନ(ଯୁଗିପାଲି)ଦୁଇଜଣ ସମାନ ତୃତୀୟ ହୋଇଛନ୍ତି।ଏହି କାର୍ୟକ୍ରମକୁ ପରିଚାଳନା କରିଛନ୍ତି ସତ୍ୟନାରାୟଣ ପଧାନ(ପଧାନପାଲି) ଓ ବିଚାରକ ଦାୟିତ୍ବ ନେଇଛନ୍ତି କବି,ବିଶିଷ୍ଟ କଲାକାର ,ଅଧ୍ୟାପକ  ନାରାୟଣ ଭୋଇ। ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୧୦/୨୦୨୧--- ୬,୧୦  Sakhigopal News,23/10/2021

Blog Archive

Popular Posts