Breaking News

ଶିକ୍ଷୟତ୍ରୀ ମମିତା ମେହରଙ୍କ ହତ୍ୟା ଘଟଣା; ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ

The murder of teacher Mamita Meher; BJP besieges SP office
ନୟାଗଡ----ଶିକ୍ଷୟତ୍ରୀ ମମିତା ମେହରଙ୍କ ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କୁ ତୁରନ୍ତ ବହିଷ୍କାର ଏବଂ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି ନୟାଗଡ ଜିଲ୍ଲା ବିଜେପିର ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ରାଲି ନୟାଗଡ ସହର ପରିକ୍ରମା କରି ଥିଲେ । ନୟାଗଡ ବସ ଷ୍ଟାଣ୍ଡଟ୍ରାଫିକ ଛକରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସୁରମା ପାଢ଼ୀ, ଜିଲା ବିଜେପି ସଭାପତି ଲାଲାମନୋଜ ରାୟ,ମହିଳା ମୋର୍ଚ୍ଚା ସଭାନେତ୍ରୀ ଅର୍ଚ୍ଚନା ଦାସ, ଏବଂ ଇରାନୀ ରାୟ ପ୍ରମୁଖ ଏହି ନେତୃତ୍ୱ ନେଇଥିଲେ।ଏହାପରେଜିଲା ଏସପି ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।
ନୟାଗଡ଼ ରୁ ନିରଞ୍ଜନ ଦାସ ଙ୍କ ରିପୋର୍ଟ, ୩୦/୧୦/୨୦୨୧--୭,୨୦
Sakhigopal News,30/10/2021

Blog Archive

Popular Posts