Breaking News

ମା ଚର୍ଚ୍ଚିକାଙ୍କ ଦଶହରା ପୂଜା ଓ ଯାତ୍ରା ସମାପନ


ଭେଡେନ - ବରଗଡ ଜିଲ୍ଲା ଭେଡେନ ବ୍ଲକ ମାନପୁର ପଞ୍ଚାୟତ ଗର୍ଭଣା ପାତିକାରପଡା ଠାରେ ମହା ଉତ୍ସାହ ଉଦ୍ଦୀପନା ରେ ମା ଓ ଦେବୀ ଚର୍ଚ୍ଚିକାଙ୍କ ଦଶହରା ପୂଜା ଓ ଯାତ୍ରା ସମାପନ ହୋଇଯାଇଛି। ମୁଖ୍ୟ ପୂଜକ ନିତ୍ୟା ନାୟକ୍, ଅରୁଣ ନାୟକ୍ ଓ ଅନ୍ୟାନ୍ୟ ସହଯୋଗୀ ପୂଜକ ସହଯୋଗରେ ପୂଜାପାଠ ସହ ଦେବୀ ଙ୍କର ସ୍ତୁତି କରାଯାଇଥିଲା। ଏହି ସମୟରେ ଶହଶହ ସଂଖ୍ୟାରେ ବହୁ ଶ୍ରଦ୍ଧାଳୁ, ଦେବୀ ମା ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୧୦/୨୦୨୧ --୧୨,୪୫   Sakhigopal News,23/10/2021

Blog Archive

Popular Posts