ରେଳ ଓଭରବ୍ରିଜ ନିର୍ମାଣ; ସାକ୍ଷୀଗୋପାଳ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ତହସିଲ ଓ ବଜାରରେ ଶାନ୍ତିପୂର୍ଣ୍ଣ ଧାରଣା
ରେଳ ଓଭରବ୍ରିଜ ନିର୍ମାଣ; ସାକ୍ଷୀଗୋପାଳ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ତହସିଲ ଓ ବଜାରରେ ଶାନ୍ତିପୂର୍ଣ୍ଣ ଧାରଣା
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ୨୮ ଓ ୨୯ ଦୁଇ ଦିନ ଧରି ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିବ । ଏହା ସହିତ ବ୍ୟବସାୟୀ ମାନେ ତହସିଲ କାର୍ଯ୍ୟାଳୟ ଓ ବଜାର ମଧ୍ୟରେ ଧାରଣା ଦିଆଯିବ ବୋଲି ସଂଧ୍ୟାରେ ଡାକବାଜି ଦ୍ୱାରା ପ୍ରଚାର କରାଯାଇଛି । ସାକ୍ଷୀଗୋପାଳ ବଜାର ମଧ୍ୟରେ ରେଳ ଓଭରବ୍ରିଜ ନିର୍ମାଣକୁ ବିରୋଧ କରାଯାଉଛି । ଏହାକୁ ସମସ୍ତ ଛୋଟ ବଡ ବ୍ୟବସାୟୀ ମାନେ ସହଯୋଗ କରିବା ପାଇଁ ସଂଘ ପକ୍ଷରୁ ନିବେଦନ କରାଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୧୦/୨୦୨୧----୯,୨୫ Sakhigopal News, 27/10/2021