ଝରାପାଲି କଲ୍ୟାଣ ମଣ୍ଡପ ଠାରେ ୩୫୨ ଜଣଙ୍କୁ ଟୀକା କରଣ
352 people vaccinated at Jharapalli Kalyan Mandap
ବରଗଡ଼--+ ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ଝରାପାଲି କଲ୍ୟାଣ ମଣ୍ଡପ ଠାରେ ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ କରୋନା ମହାମାରୀ ର ଟୀକାକରଣ କରାଯାଇଛି ।ଏଥିରେ ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭେକସିନେଟର ଭବାନୀ ମହାପାତ୍ର, ଜ୍ୟୋତିର୍ମୟୀ ପ୍ରଧାନ ଓ ଡି. ଇ. ଓ ଦୁର୍ଯ୍ୟୋଧନ ସେଠ, ଜଗମୋହନ ସେଠ ଓ ବଜେନ୍ଦ୍ର ଜାଲ ଉପସ୍ଥିତ ରହିଥିଲେ। ମୋଟ ୩୫୨ ଙ୍କୁ ଟୀକାକରଣ କରାଯାଇଛି ।ଏଥିରେ ସଂକ୍ରିଡା ପଞ୍ଚାୟତ ର ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନେ କରୋନା ଟୀକାକରଣ ଉପକାରିତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏଥିରେ ସଂକ୍ରିଡା ପଞ୍ଚାୟତ ର ସରପଞ୍ଚ ଶୁସାନ୍ତ କୁମାର ସାହୁ, ସୁବ୍ରତ ଚାନ୍ଦ, ବୃନ୍ଦା, ମାନସ, ମଙ୍ଗଳୁ, ହାଡୁ ଓ ଜୟଚନ୍ଦ୍ର ଶର୍ମା ପ୍ରମୁଖ ଓ ଗ୍ରାମବାସୀ ସହଯୋଗ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୯/୧୦/୨୦୨୧---୯,୪୦ Sakhigopal News,29/10/2021