ମଟର ସାଇକେଲକୁ ଧକ୍କା ଦେଇ ସ୍କୁଟି ଚାଳକ ଆହତ
ସାକ୍ଷୀଗୋପାଳ--- ୩୧୬ନଂ ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ନଡିଆଫାର୍ମ ନିକଟରେ ରାସ୍ତା କରରେ ଥୁଆ ହୋଇଥିବା ମଟର ସାଇକେଲକୁ ପୁରୀରୁ ଭୁବନେଶ୍ୱର ଆଡକୁ ଯାଉଥିବା ସ୍କୁଟିରେ ଏକ ଦମ୍ପତି ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧ।।ର କରି ଆମ୍ବୁଲାନସ ଯୋଗେ ପୁରୀ ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିବା ଜଣାପଡିଛି । ସତ୍ୟବାଦୀ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଓଡି- ୧୩, ଜି, ୩୩୧୭ ସ୍କୁଟି ଗାଡିଟିକୁ ଥାନାକୁ ଆଣି ତଦନ୍ତ ଜାରି ରଖିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୧୦/୨୦୨୧---- ୮,୦୦
Sakhigopal News, 28/10/2021