ବୁଦ୍ଧ ରଶି ଲଗାଇ ଆମ୍ରହତ୍ୟା
ଭଞ୍ଜନଗର--- ସ୍ଥାନୀୟ ଥାନା ଅନ୍ତର୍ଗତ ବଡକୋଦଣ୍ଡା ଗ୍ରାମର ପଞ୍ଚୁ ପ୍ରଧାନ (୮୫) ଓରାରେ ରଶି ଲଗାଇ ଆମ୍ରହତ୍ୟା କରିଛନ୍ତି । ଏହି ଘଟଣା ରବିବାର ଘଟିଛି ।ଖବର ନେବାରେ ମୃତ୍ୟୁୃ ପଞ୍ଚୁ ଓ ପୁଅ ଦୁହେଁ ଅଲଗା ରହୁଥିବା ବେଳେ ବାପା ପଞ୍ଚୁ କୈଣସି କାରଣକୁ ନେଇ ଘରେ ଥିବା ଓରାରେ ରଶି ଲଗାଇ ଝୁଲନ୍ତା ଅବସ୍ଥାରେ ରହିଥିଲା । ପୁଲିସ କୈଣସି ସୁତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପଞ୍ଚୁର ଶବକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ପାଇଁ ପଠାଇଛି । ଭଞ୍ଜନଗର ଥାନା କେସନଂ ୩୭/୨୧ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଦିପ୍ର କୁମାର ସାହୁଙ୍କ ଠାରୁ ସୁଚନା ମିଳିଛି । ପଞ୍ଚୁର ମୁତ୍ୟ ପଛର କାରଣ ଜଣାପଡିନାହିଁ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୫/୧୦/୨୦୨୧---୫,୪୫ Sakhigopal News,25/10/2021