Breaking News

ଅଷ୍ଟ୍ରେଲିଆ ହକି ଟିମ କୋଣାର୍କ ସୂର୍ଯ୍ଯ ମନ୍ଦିର ଦେଖିଲେ

କୋଣାର୍କ---ବିଶ୍ୱ ପ୍ରସିଦ୍ଧ  କୋଣାର୍କ  ସୂର୍ଯ୍ୟ ମନ୍ଦିର ବୁଲିବା କୁ ଆସିଲେ  ଅଷ୍ଟ୍ରେଲିଆ ହକି ଟିମ୍ । ଏହି  ୨୯  ଜଣିଆ ଅଷ୍ଟ୍ରେଲିଆ  ହକି ଟିମ ପୁରୀ ଚନ୍ଦ୍ରଭାଗା ବେଳାମାର୍ଗ ଦେଇ ସୂର୍ଯ୍ୟ ମନ୍ଦିର ରେ ପହଞ୍ଚିଥିଲେ ।  ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିର ର କାରୁକାର୍ଯ୍ୟ ଦେଖିଥିଲେ । ହକି ଟିମ କୁ କଡା ସୁରକ୍ଷା ବଳୟ ମଧ୍ୟରେ   ମନ୍ଦିର ଭିତରକୁ ନିଆଯାଇଥିଲା l ଖେଳାଳି ମାନେ ମନ୍ଦିର ଭିତରେ ନିଜ ନିଜର ସେଲଫି ନବାର ଦୃଶ୍ୟ ଦେଖାଯାଇଥିଲା। ପ୍ରଥମ ଥର ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିଦେଖିଲୁ ବୋଲି ଟିମର ସଦ୍ୟସ ମାନେ ପ୍ରକାଶ କରିଥିଲେ । ଏବଂ ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରର ଐତିହ୍ୟ କଳାକୃତି ଭାସ୍କର୍ଯ୍ୟ  ୧୨ ସହ ବଢେଇ ଓ ବିସୁମାହାରଣା ନିଖୁଣ କାରୁକାର୍ଯ୍ୟ ପାଖରୁ ଦେଖିଥିବାରୁ ଏହାର କଳା ସଂସ୍କୃତି ନିଆରା ବୋଲି ଖେଳାଳି ମାନେ ମତ  ପ୍ରକାଶ କରିଥିଲେ। ମନ୍ଦିର ବୁଲି ସାରିବା ପରେ ଖେଳାଳି ମାନେ ଭୁବନେଶ୍ୱର ଫେରିଯାଇଥିଲେ। ନିମାପଡାରୁ ଜୟନ୍ତ କୁମାର ସେଠୀ

Austali hoyeki team konark paridarsana

Blog Archive

Popular Posts