Breaking News

ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ କ୍ରିକେଟ ମ୍ଯାଚ ---ରାଇଜିଙ୍ଗି ଷ୍ଟାର ବିଜୟି


ଡେଲାଙ୍ଗ----ଡେଲାଙ୍ଗ ବ୍ଳକର କଲ୍ୟାଣପୁର ୟଙ୍ଗ ଷ୍ଟାର ପକ୍ଷରୁ ଚତୁର୍ଥ ବାର୍ଷିକ ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ୍ ମ୍ୟାଚ କଲ୍ୟାଣପୁର ହାଇସ୍କୁଲ ଖେଳ ପଡିଆରେ  ଅନୁଷ୍ଠିତ ହୋଇଯାଇଛି । ଆଜି ହେଉଛି ଦୁତୀୟ ଦିବସ ର ଦୁତୀୟ ମ୍ୟାଚରେ ପ୍ଳାଇଙ୍ଗି ଡଲଫିନ ଓ ରାଇଜିଙ୍ଗି ଷ୍ଠାର କ୍ରିକେଟ ଦଳ ମଧ୍ଯରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପ୍ଳାଇଙ୍ଗି ଡଲଫିନ କିକ୍ରେଟ ଦଳ ବ୍ୟାଟିଂ କରି ୧୨ ଓଭରରେ ୬ ଉଇକେଟ ହରାଇ ୧୬୪ ରନ କରିଥିଲେ । ଜବାବରେ ରାଇଜିଙ୍ଗି ଷ୍ଠାର କ୍ରିକେଟ ଦଳ ୧୨ ଓଭର ୫ଉଇକେଟ ହରାଇ ୧୨୭ ରନ କରିଥିଲେ ।  ଅନିଲ ଦଲାଇ ୭୪ ରନ କରି ମ୍ୟାନଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା  ।  ଗଣେଶ ସ୍ୱାଇଁ ଓ  କବିନ୍ଦ୍ର ପ୍ରଧାନ  ମ୍ୟାଚ ପରିଚାଳନା କରିଥିଲେ  । ଅତିଥି ଭାବରେ ଶିକ୍ଷକ ପ୍ରଦୀପ ପ୍ରଧାନ ଓ  ଧୀରେନ୍ଦ୍ର ସ୍ୱାଇଁ ଯୋଗଦେଇ ପୁରଷ୍କାର ସହିତ ମାନପତ୍ର ପ୍ରଦାନ କରିଥିଲେ । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 
PANCHAYAT STARIYA  PRIMIYAR LIG CRICKET MATCH RAISING STAR BIJAYI
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS

Blog Archive

Popular Posts