Breaking News

ନା ବାଳିକାକୁ ଅସଦା ଚରଣ କଲା ପୋଲିସ କର୍ମଚାରୀ

କୋଣାର୍କ ---- ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ରେ ନା ବାଳିକା କୁ ପୋଲିସ କର୍ମଚାରୀ ଅସଦାଚରଣ କରିଥିବା ଏକ ଗୁରୁତର ଅଭିଯୋଗ ଆସିଛି। ଏ ନେଇ ପିଡିତା ଙ୍କ ପରିବାର ପକ୍ଷରୁ ସିଂହ ଦ୍ୱାର ଥାନା ରେ ଏତଲା ଦେଇ ଛନ୍ତି। ଅଭିଯୋଗ ଅନୁସାରେ ଶ୍ରୀମନ୍ଦିର ବାହାର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଯାଜପୁରରୁ ଆସିଥିବା ଗୋଟିଏ ପରିବାର  ଯାଉଥିବା ବେଲେ ଭିଡ଼ ର ସୁଯୋଗ ନେଇ ଜଣେ ପୋଲିସ କର୍ମଚାରୀ ପରିବାର ସହିତ ଥିବା ନା ବାଳିକା କୁ ଅସଦା ଚରଣ କରିଥିଲେ।  ଅଭିଯୋଗ ହେବା ପରେ ନିଜେ ପୁରୀ ଏସପି ଡ.ସାର୍ଥକ ଷଢଙ୍ଗୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସିସିଟିଭି ଫୁଟେଜ ରୁ  ଯଦି ଅଭିଯୋଗା ପ୍ରମାଣ ମିଳେ  ତା ହେଲେ  ଦୋଷୀ ପୋଲିସ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି କହିଛନ୍ତି।
ନିମାପଡାରୁ ଜୟନ୍ତ ସେଠୀ
NA BALIKAKU ASADA CHARANA KALA  POLICE KARMACHARI
NEWS BY - JAYANTA SETHI ( PURI )
SAKHIGOPAL NEWS

Blog Archive

Popular Posts