Breaking News

ରାଇଜିଙ୍ଗି ଷ୍ଟାର କ୍ରିକେଟ ଦଳ ବିଜୟି

ଡେଲାଙ୍ଗ---- ଡେଲାଙ୍ଗ  ବ୍ଳକର କଲ୍ୟାଣପୁର ୟଙ୍ଗ ଷ୍ଟାର ପକ୍ଷରୁ ଚତୁର୍ଥ ବାର୍ଷିକ ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ୍ ମ୍ୟାଚ କଲ୍ୟାଣପୁର ହାଇସ୍କୁଲ  ଖେଳ ପଡିଆରେ   ଅନୁଷ୍ଠିତ ମ୍ୟାଚ ରାଇଜିଙ୍ଗ ଷ୍ଟାର ଓ  ରୟାଲ ଟାଇଗର ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା  ।   । ପ୍ରଥମ  ମ୍ୟାଚରେ ରାଇଜିଙ୍ଗ ଷ୍ଠାର ୧୨ ଓଭରରେ ୫ ଉଇକେଟ ହରାଇ ୧୩୭ ରନ କରିଥିଲା  । ଜବାବରେ ରୟାଲ ଟାଇଗର ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୮୩ ରନ କରିଥିଲା  ।  ବେଷ୍ଟ କ୍ୟାଚ ମନୋଜ ବରାଳ, ଓ ମ୍ୟାନ ଅଫ ଦି ମ୍ୟାଚ ଭାବରେ ଶ୍ରୀକାନ୍ତ ପ୍ରଧାନ ଘୋଷଣା କରାଯାଇଛି  । ଗଣେଶ ସ୍ୱାଇଁ ଓ  କବିନ୍ଦ୍ର ପ୍ରଧାନ  ମ୍ୟାଚ ପରିଚାଳନା କରିଥିଲେ  । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
RAISING STAR CRICKET DALA BIJAYI
NEWS BY - DHIRENDRA SENAPATI ( DELANG )
SAKHIGOPAL NEWS
DELANGA NEWS

Blog Archive

Popular Posts