ଡବଲ ଲାଇନ୍ସ କ୍ରିକେଟ ଦଳ ବିଜୟୀ
ଡେଲାଙ୍ଗ ବ୍ଳକର କଲ୍ୟାଣପୁର ୟଙ୍ଗ ଷ୍ଟାର ପକ୍ଷରୁ ଚତୁର୍ଥ ବାର୍ଷିକ ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ୍ ମ୍ୟାଚ କଲ୍ୟାଣପୁର ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ମ୍ୟାଚ ଡବଲ ଲାଇନ୍ସସ ଓ ରାଇଜିଙ୍ଗ ଷ୍ଠାର ମଧ୍ୟରେ ଅନୁଷ୍ଠିତ ହୋଇଥିଲ। । ଟଚ ଜିତି ପ୍ରଥମେ ରାଇଜିଙ୍ଗ ଷ୍ଠାର ୧୨ ଓଭରରେ ୬ ଉଇକେଟ ହରାଇ ୮୭ ରନ କରିଥିଲା । ଜବାବରେ ଡବଲ୍ ଲାଇନ୍ସସ କ୍ରିକେଟ ଦଳ ୧୦.୧ ବଲରେ ୩ ଉଇକେଟ ହରାଇ୯୨ ରନ କରି ବିଜୟୀ ହୋଇଥିଲେ । ବେଷ୍ଟ କ୍ୟାଚ ସୁଭରଣା କେଶରି ପଲାଇ ମ୍ୟାନଅଫ ଦି ମ୍ୟାଚ ଦୀପ୍ତି ରଞ୍ଜନ ମହାପାତ୍ରଙ୍କ ନାମ ଘୋଷଣା କରାଯାଇଥିଲା । ଗଣେଶ ସ୍ୱାଇଁ ଓ ମଧୁ ସୂଦନ ମହାପାତ୍ର ମ୍ୟାଚ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
DOUBLE LINES CRICKET DALA BIJAYI
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS