Breaking News

ବିଦ୍ଯାଳୟର ସ୍ବବର୍ଣ୍ଣ ଜୟନ୍ତୀ ପାଳନ

ନିମାପଡା-----ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟର  ଅ।ଜି ସୁବର୍ଣ୍ଣ ଜୟନ୍ତୀ ଦିବସ  ଉଦଘାଟିତ ହୋଇଯାଇଛି । ଏହ। କୁ ଓଡିଶାର ରାଜ୍ୟପାଳ ମହାମହିମ ପ୍ରଫେସର ଗଣେଶୀ ଲାଲ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି  ସାସଂଦ କୁଳମଣୀ ସମାଲ, ବିଧାୟକ ସମୀର ରଜଂନ ଦାଶ, ସମାଜସେବୀ ପୀତବାସ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପିଲା ମାନେ ହିଁ ଭଗବାନଙ୍କର ହିଁ ଅବତ।ର ବୋଲି ମହାମହିମ ରାଜ୍ୟପାଳ କହିଥିଲେ । ଏହାଛଡା ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀର ମୁଖପତ୍ର ମହାମହିମ ରାଜ୍ୟପାଳଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିବା ବେଳେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସମ୍ଵର୍ଦ୍ଧିତ କରିଥିଲେ ।
ନିମାପଡାରୁ ଜୟନ୍ତ ସେଠୀ
BIDYALAYA RA SUBARNA JAYANTI PALANA
NEWS BY - JAYANTA SETHI ( NIMAPADA )
SAKHIGOPAL NEWS

Blog Archive

Popular Posts