>>
  • କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକ ଙ୍କ ଦେହାନ୍ତ
  • >>
  • ସତ୍ୟବାଦୀର ସାରଙ୍ଗାଯୋଡ଼ି ରେ କୁକୁଡ଼ା ମଡକ ; ହତାସ ଚାଷୀ କୁଳ
  • >>
  • ଶିଶୁମାନେ ହିଁ ଦେଶର ଉଜ୍ଜ୍ୱଳ ଭବିଷ୍ୟତ
  • >>
  • ସତ୍ୟବାଦୀ ରେ ପୁଣି ଲଜ୍ୟା, ନାବାଳିକା ଙ୍କୁ ଦୁର୍ଗମ ଅଭିଯୋଗ
  • >>
  • ସତ୍ୟବାଦୀ ରେ ନିଶାକୁ ନା କାର୍ଯ୍ୟକ୍ରମ ଅନୁଷ୍ଠିତ
  • >>
  • ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ ସମ୍ବନ୍ଧୀୟ ସଚେତନତା କର୍ମଶାଳା
  • >>
  • ଆଭ୍ୟନ୍ତରୀଣ ଅଭିଯୋଗ କମିଟିତରଫରୁ ଯୌନ ଉପୂୀଡନ ସମ୍ପର୍କିତ ଏକ ସଚେତନତା କର୍ମଶାଳା
  • >>
  • ଆଇନଜୀବୀ ଉପେନ୍ଦ୍ର ବିଶ୍ଵାଳଙ୍କ ପିତୃ ବିୟୋଗ
  • >>
  • ବଳଙ୍ଗା ଥାନା ଘଟଣା, ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ; ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବି କଲା କଂଗ୍ରେସ
  • >>
  • ଗ୍ୟାଲେରୀ କଲେଜ ରେ ଯୌନ ନିର୍ଯାତନା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ଶ୍ରୀ ବତ୍ସ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସହିତ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
  • >>
  • କଣାସ ଅଞ୍ଚଳରୁ ୩ମାସ ହେଲା ଝାଡାବାନ୍ତି ପିଛାଛାାଡୁନି; ଆଜି ୧୦ ଆକ୍ରାନ୍ତ
  • >>
  • ଅଗ୍ନିକାଣ୍ଡଘଟି ୨ବଖରା ଘର ଜଳିଗଲା
  • >>
  • ହରଷପଡା କେଶବ ହତ୍ୟାକାଣ୍ଡର ୨ଆସାମୀ ଗିରିଫ କୋର୍ଟଚାଲଣ
  • >>
  • ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ୍ୟୁ
  • କୁଳମଣୀ ହାତଗୁଞ୍ଜା ନ ଦେଇ ପାରିବାରୁ ବିଜୁ ଓ ପ୍ରଧାନମନ୍ତୀ ଆବାସ ଯୋଜନାରୁ ବଞ୍ଚିତ


    ସାକ୍ଷୀଗୋପାଳ---- ହାତଗୁଞ୍ଜା ନ ଦେବାରୁ  ବିଜୁପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ବୋଲି କୁଳମଣୀ ବିଶ୍ୱାଳ ଅଭିଯୋଗ ଆଣିଛନ୍ତି । ଆଜକୁ ପାୟ  ୪ବର୍ଷରୁ ଅଧିକ ହେବ ଘର ଖଣ୍ଡିଏ ପାଇଁ  ସରପଞ୍ଚଙ୍କ ଠାରୁ ବ୍ଳକ ପର୍ଯ୍ୟନ୍ତ ଦୌଡି ଦୌଡି ନିରାଶ । ଶେଷରେ ବିଧାୟକଙ୍କୁ  ଏ ବିସୟରେ ଜଣାଇବା ସହ ଲିଖିତ ଅଭିଯୋଗ କରିଥିଲେ ବୋଲି ଜଣାପଡିଛି  । ଶେଷର ନିରାଶ ହୋଇ ନିଜ ଭାଗ୍ୟକୁ ଆଦେରି ରହିଛନ୍ତି କୁଳମଣୀ  ।  ଅନ୍ୟ ପକ୍ଷେ ରାଜ୍ୟ ସରକାର ଘୋଷଣା କରିଛନ୍ତି ୨୦୧୯ ବେଳକୁ ଗ୍ରାମରେ କଚା ଘର ନ ଥିବ  । ଏହା ଏକ ପମ୍ପା ଆବାଜ ବୋଲି କୁଳମଣୀ କହନ୍ତି । ମୋରି ପରି କେତେକ ଦୀନ ମଜୁରିଆ ଅଛନ୍ତି ଯେଉଁମାନେ ହାତଗୁଞ୍ଜା ନ ଦେଇ ପାରିବାରୁ ସରକାରଙ୍କ ଯୋଜନାରୁ ସେମାନେ ବଞ୍ଚିତ  ।   ଘଟଣାରୁ ପ୍ରକାଶ ଯେ ସତ୍ୟବାଦୀ ବ୍ଳକର ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତର ବାଇଁଶିବାଡି ଗ୍ରାମର କୁଳମଣୀ ବିଶ୍ୱାଳ ଘର ଖଣ୍ଡିଏ ପାଇଁ  ଅନେକ ଥର ସରପଞ୍ଚଙ୍କ ଠାରୁ ସମସ୍ତ ଜନ ପ୍ରତିନିଧି ମାନଙ୍କୁ ଅନୁରୋଧ କରିଛି ମାତ୍ର କିଛି ସୁଫଳ ମିଳୁନାହିଁ  । ଅନେକ ଥର ଗ୍ରାମସଭା, ପଲ୍ଲୀସଭାକୁ ଯାଇଛି ବାବୁ ମାନଙ୍କୁ ମୋର ଦୁଖଃ ସମ୍ପର୍କରେ ଲିଖିତ ଜଣାଇଛି  । ସେଠାରେ ବାବୁ ମାନେ କହନ୍ତି ଏଥର ତୁ ନିଶ୍ଚୟ ପାଇବୁ ବୋଲି ପମ୍ପା ଆଶ୍ୱସନା ମିଳେ ବୋଲି କୁଳମଣୀ କହନ୍ତି । ଯାହା ଯେମେତି ଚଳୁଥିଲୁ ମାତ୍ର ଅଦିନିଆ ବର୍ଷା ହେବାରୁ ଘର ଖଣ୍ଡିଖ ଭାଙ୍ଗି ଦବିକି ରହିଛି । ନିଜ ଘରେ ନ ରହି ପରଘରେ ଆଶ୍ରୟ ନେଇଛନ୍ତି । ଶୀତର ଲହରି ଖେଳୁଥିବା ବେଳେ ଏହି ଦୁଇ ପାଣି ଶୀତରେ ଥରୁଛନ୍ତି । ଏମାନଙ୍କର ଜମି ବାଡି କହିଲେ ମାତ୍ର ଦୁଇ ଡିସିମିଲି ଘର ବାରି  । ମଜୁରୀ ଲାଗିଲେ ଚଳନ୍ତି । ଉକ୍ତ ଗ୍ରାମରେ ଧନୀ, ବାପା, ପୁଅ, ମା ଓ ଝିଅ ମାନଙ୍କ ନାମରେ ଆବସ ଯୋଜନା କରାଯାଉଥିବା ବେଳେ କୁଳମଣୀ ସବୁଥିରୁ ବଞ୍ଚିତ  । ଇଏ ହୋଉଛି ସତ୍ୟବାଦୀର ପ୍ରଗତି ପଥେ  । ରାଜ୍ୟ ସରକାର ଗ୍ରାମରେ କଚା ଘର ରହିବ ନାହିଁ ବୋଲି ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହାର ଏହା ହୋଉଛି ଏକ ନମୁନା ମାତ୍ର ବୋଲି ବୁଦ୍ଦିଜିବୀ ମାନେ ଆଲେଚନା କରୁଥିବା ଜଣାପଡିଛି । 
    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

    KULAMANI HATAGUNJA NA DEI PARIBARU BIJU O PRADHANMANTRI AABASA JOJANARU BANCHITA
    NEWS BY - DHIRENDRA SENAPATI ( SAKHIGOPAL )
    SAKHIGOPAL NEWS

    Blog Archive

    Popular Posts