Breaking News

ଛୁଟି ଆଗରୂ ଖ୍ରୀଷ୍ଟମାସ ଓ ନୂତନ ବର୍ଷର ଅଭିନନ୍ଦନ ପାଳନ

ବାଲିଗୁଡା----କନ୍ଧମାଳ ଜିଲ୍ଲା କନୂଆଗାଁ କାରମେଲ କନେଭେଣ୍ଟ ଇଂଲିସ ମିଡିୟମ ସ୍କୁଲ ପରିସରରେ କୁନିକୁନି ଛାତ୍ରଛାତ୍ରୀ, ଶିକ୍ଷକ , ଶିକ୍ଷୟତ୍ରୀ ଓ ପ୍ରିନ୍ସପାଲ ଗହଣରେ ମେରି ଖ୍ରୀଷ୍ଟମାସ ଓ ୨୦୧୯ର ନୂତନବର୍ଷର ଅଭିନନ୍ଦନ ଶୁଭେତ୍ସା ପାଳନ ହୋଇଯାଇଛି । ଏହି ଶୁଭେତ୍ସା ବର୍ଷକୁ କାରମେଲ କନଭେଣ୍ଟ ଇଂଲିସ ମିଡିୟମ ସ୍କୁଲର ଛାତ୍ରଛାତ୍ରୀ ଓ  ଶିକ୍ଷକ , ଶିକ୍ଷୟତ୍ରୀ ମାନେ ଧୁମଧାମରେ ପାଳନ କରିଥିବା ଜଣାପଡିଛି  । ନାଚ, ଗୀତର ତାଳେତାଳେ ଛାତ୍ରଛାତ୍ରୀ ଓ ସ୍କୁଲର ସମସ୍ତ ଷ୍ଟାଫ୍ ମାନେ ମନଭରି ଉପଭୋଗ  କରିଥିବା ଜଣାପଡିଛି ।ଶେଷରେ ମେରି ଖ୍ରୀଷ୍ଟମାସ ଓ ନୂତନବର୍ଷର କେକ୍,ଚକେଲେଟ ସମସ୍ତ ଛାତ୍ରଛାତ୍ରୀ ଓ ଷ୍ଟାଫମାନଙ୍କୁ ବଣ୍ଟନ କରାଯାଇଥିଲା ।ଏହି ମେରି ଖ୍ରୀଷ୍ଟମାସରେ କନ୍ଧମାଳ ଜିଲ୍ଲାରେ ସମସ୍ତେ ଖୁସି,ଶାନ୍ତୀ,ଭାଇଚାରା ସହିତ ପାଳନ କରିବାକୁ ପ୍ରୀନ୍ସପାଲ ସିଷ୍ଟର କ୍ରୀଷ୍ଟା ଉଦବୋଧନରେ ପ୍ରକାଶ କରିଥିଲେ ।
ବାଲିଗୁଡାରୁ ବନବାସୀ ପ୍ରଧାନ ଓ କନ୍ଧମାଳରୁ ମନୋଜ ପଣ୍ଡା

CHHUTI AAGARU CHRISTMASS O NUTAN BARSARA ABHINANDAN PALANA
NEWS BY - BANABASI PRADHAN ( BALIGUDA ) MANOJ PANDA ( KANDHAMALA )
SAKHIGOPAL NEWS

Blog Archive

Popular Posts