ଡେଲାଙ୍ଗ ବ୍ଳକରେ ଧାନ ମଣ୍ଡି ଉଦଘାଟନ କଲେ ପଞ୍ଚାୟତରାଜ ଓ କୃଷି ମନ୍ତୀ ; ଶ୍ରୀ ମହାରଥୀ
ଡେଲାଙ୍ଗ ----
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକରେ ଆଜି ଧାନମଣ୍ଡିର ଶୁଭାରମ୍ଭ କରିଛନ୍ତି ପଞ୍ଚାୟତରାଜ ଓ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ । ଉଦ୍ଘାଟନ କରି ଚାଷୀମାନେ ଧାନ ମଣ୍ଡିରେ ଧାନ ବିକିବା ପାଇଁ ନିବେଦନ କରିଥିଲେ । ବ୍ଳକରେ ଥିବା ୨୩ଟି ସମବାୟ ସେବା ସମିତି ମଧ୍ୟରୁ ୧୮ଟି ସମବାୟ ସମିତି ଧାନ ମଣ୍ଡି ଖେଳିଛି । ଝାଡମଲ୍ଲ ସେବା ସମୟବାୟ ସମିତି ଓ ହୁମର ସେବା ସମବାୟ ସମିତିର ଧାନମଣ୍ଡୀ କୃଷି ଓ ପଞ୍ଚାୟତ ରାଜ ମନ୍ତ୍ରୀ ଶ୍ରୀ ମହାରଥୀ ନଡିଆ ବାଡେଇ ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ନିମାପଡା ସେବା ସମବାୟ ସମିତି ବ୍ୟାଙ୍କର ନିର୍ଦ୍ଦେଶକ ବୈରାଗୀ ଜେନା, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ସମବାୟ ବ୍ୟାଙ୍କର ଉପ ନିର୍ବନ୍ଦକ ପୁରୀର ରୋଜାଲିନା ସେନାପତି, ଡେଲାଙ୍ଗ ସେବା ସମବାୟ ସମିତିର ବ୍ୟାଙ୍କର ଶାଖା ପରିଚାଳକ ଲକ୍ଷ୍ମୀ ନାରାୟଣ ମିଶ୍ର, ବ୍ୟାଙ୍କର ସୁପରଭାଇଜର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ସ୍ୟାମ ସୁନ୍ଦର ମୁଦୁଲି. ପୁରୀ ଶ୍ରୀକ୍ଷେତ୍ର ଶାଖାର ସୁପରଭାଇଜର ପ୍ରଫୁଲ କୁମାର ସ୍ୱାଇଁ, ବ୍ଳକର ଯୋଗାଣ ନୀରିକ୍ଷିକା ଲିପିସା ରାଉତରାୟ, ଝାଡମଲ୍ଲ ସେବା ସମବାୟ ସମିତିର ସଭାପତି ଦେବରାଜ ସ୍ୱାଇଁ, ସମ୍ପାଦକ ମାନସ କୁମାର ଦାଶ , ବେରବୋଇ ସରପଞ୍ଚଙ୍କ ପ୍ରତିନିଧି କୌଳାସ ଚନ୍ଦ୍ର ସ୍ୱାଇଁ, ସମିତିସଭ୍ୟ ଅଭିମନ୍ୟୁ ରାଉତ, ଗୁଆଳିପଡା ସରପଞ୍ଚ କାଳନ୍ଦୀ ଜେନା , ମିଶନ ଶକ୍ତି ମହିଳା ମହା ସଂଘର ସମ୍ପାଦିକା ବାସନ୍ତୀ ସାହୁ ଓ ଅନ୍ୟ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ । ପ୍ରଥମ ଦିନରେ ପ୍ରାୟ ୫ଶହ କୁଇଣ୍ଟାଲ ଧାନ ବିଭିନ୍ନ ସେବା ସମବାୟ ସମିତି ପକ୍ଷରୁ ଚାଷୀ ମାନଙ୍କ ଠାରୁ କିଣାଯାଇଥିବା ଜଣାପଡିଛି । ମାନସ କୁମାର ଦାଶ, ଦୀପକ କୁମାର ପରିଡା, ରାସ ବିହାରୀ ପଣ୍ଡା ଓ ଚିତ୍ତରଂଜନ ପଣ୍ଡା ସମବାୟ ସମିଦିର ସମ୍ପାଦକ ମାନେ ଏହି ଧାନମଣ୍ଡି ଉଦ୍ଘାଟନ ଉତ୍ସବରେ ଉପସ୍ଥିତ ରହିଥିଲେ । ଡେଲାଙ୍ଗରୁ ଧୀରେନ୍ଧ୍ର ସେନାପତି

DELANGA BLOCK RE DHANA MANDI UTDGHATAN KALE PANCHAYAT RAJ O KRUSHI MANTRI SRI MAHARATHI
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS