Breaking News

ରାଇକିଆ ଠାରେ ୨୧ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ

କନ୍ଧମାଳ--କନ୍ଧମାଳ ଜିଲ୍ଲା ଜିଉଦୟଗିରୀ ନିର୍ବାଚନ ମଣ୍ଡଳିର ରାଇକିଆ ଠାରେ ବିଜୁଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା । ଏହି ଦିବସରେ ମୁଖ୍ୟଅତିଥି ବିଜେଡିର କନ୍ଧମାଳର ପଯ୍ୟାବେକ୍ଷକ ବିକ୍ରମପଣ୍ଡା,ଜିଲ୍ଲା ବିଜେଡି ସଭାପତି ସରୋଜ କଣ୍ଣ, ଜାଲିନା ପ୍ରିୟଦର୍ଶନି,ପି ସଞ୍ଜିବପାତ୍ର,ସାଲୁଗା ପ୍ରଧାନ,ଆଙ୍କାକ୍ଷା ପ୍ରଧାନ,ସତ୍ୟ ପ୍ରଧାନ,ପ୍ରଦିପ ପ୍ରଧାନ,କାଳୁଚରଣ ପଣ୍ଡା,ରାଜମୋହନ ଦିଗାଳ ଯୋଗ ଦେଇଥିଲେ ।ଏହି ପ୍ରତିଷ୍ଠା ଦିବସରେ ଆଗାମୀ ୨୦୧୯ ନିର୍ବାଚନରେ ବିଜେଡି କିଭଳି କନ୍ଧମାଳ ଜିଲ୍ଲାରେ ଅଧିକ ଆସନରେ ବିଜୟ ଲାଭ କରିବ ତାହାଉପରେ ସମସ୍ତ ନେତା ଅଭିଭାଷଣ  ରଖିଥିଲେ ।  ଆଗାମୀ ନିର୍ବାଚନରେ ଦଳ କିପରି ଅଧିକ ସୁଦୃଢ ହୋଇପାରିବ କର୍ମିମାନେ ବର୍ତ୍ତମାନ ଠାରୁ ଘରକୁ ଘର ଯାଇ ଲୋକମାନଙ୍କୁ ବିଜେଡି ସରକାରଙ୍କ ଜନ କଲ୍ଯାଣ ଯୋଜନା ସମ୍ପର୍କରେବୁଝାଇ ବାକୁ ପରାର୍ମଶ ଦେଇଥିବା ଜଣା ପଡିଛି ।
କନ୍ଧମାଳରୁ ମନୋଜ ପଣ୍ଡା
RAIKIA THARE 21 TAMA BIJU JANATA DALA RA PRATISTHA DIBASA PALANA
NEWS BY - MANOJ PANDA ( KANDHAMALA )
SAKHIGOPAL NEWS

Blog Archive

Popular Posts