Breaking News

ସାଇକେଲରେ ସଚେତନତା ବାର୍ତ୍ତା ପ୍ରଚାର

କୋଣାର୍କ----ସାଇକେଲ ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ।  ଅ।ଜି ଭୂବନେଶ୍ଵର ରୁ କୋଣାର୍କ ଅଭିମୁଖେ ଯାତ୍ରା କରିଥିଲେ ପ୍ରାୟ 28 ଜଣ ସାଇକେଲରେ ଯୁବକ ଯୁବତି । ଟୁର ଦ କଳିଙ୍ଗା ର ସଦସ୍ୟ ଓ ସଦସ୍ୟା ମାନେ ପରିବେଶକୁ ସୁସ୍ଥ ରଖିବା , କନ୍ୟା ଭ୍ରୂଣ ହତ୍ୟା ରୋକିବା, ଦୁର୍ନିତି ମୁକ୍ତ ସମାଜ ଗଠନ କରିବା, ଅ।ଦି ର ବାର୍ତ୍ତା ପ୍ରଚାର କରୁଛନ୍ତି   । ଅ।ଜି ଏହି ଟିମ୍ ମହାମହିମ ରାଜ୍ୟପାଳଙ୍କ ବାସ ଭବନ ରୁ ବ।ହାରି କୋଣାର୍କ ରେ ପହଞ୍ଚିଥିଲେ । କିଛି ସମୟ ଏଠାରେ ରହିବା ପରେ କୋଣାର୍କରୁ ପୁରୀ ଦେଇ ସାତପ଼ଡା, ଗଜପତି ଦେଇ କୋରାପୁଟ ରେ ପହଞ୍ଛିବା ପରେ ପୁଣି ଭୂବନେଶ୍ଵର ଫେରିବ । ୧୩ ଦିନିଅ। ଗ୍ରସ୍ତ ରେ ୧୩ ଶହ କିଲୋମିଟର ଅତିକ୍ରମ କରିବେ । ବିଭିନ୍ନ ସ୍ଥାନରେ ସଚେତନତାର ବାର୍ତ୍ତା ପ୍ରଚାର ଓ ପ୍ରସାର କରିବା  ଏହି ଟିମର ସଦସ୍ୟ ଓସଦସ୍ୟା ମାନେ ଲକ୍ଷ୍ୟ ରଖୀଥିବା ଜଣାପଡିଛି ।
ନିମାପଡାରୁ ଜୟନ୍ତ କୁମାର ସେଠୀ
Satantha baratra

Blog Archive