ରାଷ୍ଟ୍ରଦୂତ ପରିଦର୍ଶନ କଲେ ସୂର୍ଯ୍ଯ ମନ୍ଦିର
କୋଣାର୍କ---କୋଣ।ର୍କ ସୂର୍ଯ୍ୟ ମନ୍ଦିରରେ ଅ।ମେରିକାର ରାଷ୍ଟ୍ର ଦୂତ କେନିଥୀ ଜଷ୍ଟର କଡା ସୁରକ୍ଷା ବଳୟ ମଧ୍ୟରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ କୋଣାର୍କର ଐତିହ୍ଯ ସମ୍ପର୍କରେ ପଚାରି ବୁଝିଥିଲେ । ଏହାଛଡା ନିଜ କ୍ୟାମେରା ରେ କୋଣାର୍କ ମନ୍ଦିର ଫଟୋ ଉତ୍ତୋଳନ କରିବାର ଦେଖିବାକୁ ମିଳିଥିଲା । ଅ।ମେରିକା ରାଷ୍ଟ୍ରଦୂତଙ୍କୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ପତ୍ନତତ୍ତ ବିଭାଗ ପକ୍ଷରୁ ଫୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିବା ବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ପଥର ଖୋଦିତ କୋଣାର୍କ ଚକ ପ୍ରଦାନ କରାଯାଇଥିଲା।
ନିମାପଡାରୂ ଜୟନ୍ତ ସେଠୀ
RASTRA DUTA PARIDARSHAN KALE SURYA MANDIRA
NEWS BY - JAYANTA SETHI ( NIMAPADA )
SAKHIGOPAL NEWS