ଡବଲ ଲାଇନସ କ୍ରିକେଟ ଦଳ ୬ ଉଇକେଟରେ ବିଜୟି
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର କଲ୍ୟାଣପୁର ୟଙ୍ଗ ଷ୍ଟାର ପକ୍ଷରୁ ଚତୁର୍ଥ ବାର୍ଷିକ ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ୍ ମ୍ୟାଚ କଲ୍ୟାଣପୁର ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ମ୍ୟାଚରେ ଡବଲ ଲାଇନ୍ସସ ଓ ବ୍ଳୁ ରାଇଡର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ପ୍ରଥମେ ବ୍ଳୁ ରାଇଡର ୧୨ ଓଭରରେ ୮ ଉଇକେଟ ହରାଇ ୭୫ ରନ କରିଥିଲା । ଜବାବରେ ଡବଲ୍ ଲାଇନ୍ସସ କ୍ରିକେଟ ଦଳ ୧୦ ଓଭରରେ ୪ଉଇକେଟ ହରାଇ ୭୬ ରନ କରିଥିଲେ । ମ୍ୟାନଅଫ ଦି ମ୍ୟାଚ ଭାବରେ ଗୋପାଳ ନାୟକଙ୍କ ନାମ ଘୋଷଣା କରାଯାଇଥିଲା । ଗଣେଶ ସ୍ୱାଇଁ ଓ ଅମର ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
DOUBLE LINES CRICKET DALA 6 WICKET RE BIJAYI
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS