Breaking News

ମହିଳା ମାନେ ଅଙ୍ଗନବାଡ଼ି କେନ୍ଦ୍ର ସଫେଇ କଲେ

 The women cleaned up the Anganwadi Center.
ବରଗଡ଼----  ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ଝରାପାଲି, କ୍ରାନ୍ତିପଡା ର କରୋନା ମହାମାରୀ ପାଇଁ ଅଙ୍ଗନବାଡି କେନ୍ଦ୍ର ଗୁଡିକ ବନ୍ଦ ରହିଥିଲା। ଏବେ ଅଙ୍ଗନବାଡି କେନ୍ଦ୍ର  ଗୁଡିକ ଖୋଲିଲାଣି  । କେନ୍ଦ୍ର ଗୁଡିକ ଅଳିଆ, ଆବର୍ଜନାରେ  ରହିଛି। ଛୋଟ ଛୋଟ ଶିଶୁ ମାନେ ପଢି ଆସୁଥିବାରୁ, ଆଜି କ୍ରାନ୍ତିପଡା ର ଅଙ୍ଗନବାଡି କେନ୍ଦ୍ରକୁ ମମତା ଛତ୍ରିଆ ଙ୍କ ନେତୃତ୍ବରେ ଆଶା କର୍ମୀ ସୁଲୋଚନା ସୁନା, ଅଙ୍ଗନବାଡି କର୍ମୀ, କ୍ରାନ୍ତିପଡା ର ବାସନ୍ତୀ, ରାଧା, ବୀଣା, ବିଶାଖା, ଲଳିତା, ତପସ୍ଵିନୀ,ଅନୁପମା, ବାଳିକା, ମୀନା ଡାଳିମ୍ବ, ବନିତା ଜୁହ୍ନବ,ଅଙ୍ଗରା ପ୍ରମୁଖ ମହିଳା ମାନେ ସଫେଇ କାର୍ଯ୍ୟକ୍ରମ କରିଥିଲେ। ଏହାକୁ ଦେଖି କ୍ରାନ୍ତିପଡାବାସୀ ମାନେ  ପ୍ରଶଂସା କରିଛନ୍ତି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ,୧୨/୪/୨୦୨୨---୮,୩୫ Sakhigopal News,12/4/2022

Blog Archive

Popular Posts