Breaking News

ପଞ୍ଚାୟତ ସ୍ତରୀୟ କ୍ରିକେଟ ମ୍ଯାଚ

ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର ଗୁଆଳିପଡା ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ କାଳନ୍ଦୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମ୍ୟାଚଟିକୁ ଉଦ୍ଘାଟନ କରିଥିଲେ  । ଏଥିରେ ୮ଟି ଦଳ ଭାଗ ନେଇଥିଲେ  ।  ଫାଇନାଲ ମ୍ୟାଚ ଗୁଆଳିପଡା ଓ ଗୁଡୁପାଇଲୋ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା  । ଟଚ ଜିତି ଗୁଅଳିପଡା କ୍ରିକେଟ ଦଳ ୩ ଓଭରରେ ୧୮ ରନ କରିଥିବା ବେଳେ ଗୁଢୁପାଇଲୋ ଦଳ ୩ ଓଭରର ଶେଷ ବଲରେ ୧୯ ରନ କରି ବିଜୟୀ ହୋଇଥିଲେ  । ରମେଶ ପ୍ରଧାନ ଓ ପୁରୁଷୋତ୍ତମ ଦାସ ମ୍ୟାଚ ପରିଚାଳନା କରିଥିଲେ  । ଯୁବ ସଂଗଠକ ଦିପକ ଜେନା ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଓ ରନସ୍ ଦଳକୁ ପୁରଷ୍କାର ପ୍ରଦାନ କରିଥିଲେ  । ଜାଡୁମଲ କ୍ରିକେଟ କ୍ଳବର ସଦସ୍ୟ ମାନେ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts