Breaking News

କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକ ଙ୍କ ଦେହାନ୍ତ


ସାକ୍ଷୀଗୋପାଳ ---କୋଣାର୍କର ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକ ଙ୍କ ପରଲୋକ ଘଟିଛି। ସେ ଜଣେ ପରୋପକାରୀ, ସରଳ ଓ ସଚ୍ଚୋଟ ସାମ୍ବାଦିକ ଭାବେ କାର୍ଯ୍ୟ କରିବା ସହିତ ବିଭିନ୍ନ ସାମାଜିକ ଅନୁଷ୍ଠାନରେ ଜଡ଼ିତ ଥିଲେ। ସେ ଅଫିସ କାମ ସାରି ଚେୟାର  ଉପରେ ବସିଥିବା ବେଳେ ମୃତୁ ବ୍ରଣ କରିଛନ୍ତି । ତାଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଇଶ୍ଵର ତାଙ୍କର ଅମର ଆତ୍ମାର ସଦଗତୀ  କରନ୍ତୁ। ତାଙ୍କ ପରିବାରର ସଦସ୍ୟଙ୍କୁ ଧର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ। ଏତିକି ପ୍ରାର୍ଥନା କରୁଛୁ ସାକ୍ଷୀଗୋପାଳ ନିୟୁଜର ପରିବାର। କୋଣାର୍କ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଅଜିତ୍ ମଲ୍ଲିକ ଙ୍କ ଅମର ଆତ୍ମାର ସଦଗତି କାମନା କରି ନିମାପଡା ପ୍ରେସ୍ କ୍ଳବ ପକ୍ଷରୁ ନୀରବ ପ୍ରାର୍ଥନା କରାଯାଇଛି I ସେହିପରି ଚାରିଛକ ଓ ନିମାପଡ଼ା ପ୍ରେସ କ୍ଳବ ପକ୍ଷରୁ ଶୋକସଭା ସହିତ ଅମର ଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୭/୨୦୨୫---୧,୧୦ Sakhigopal News,22/7/2025

Blog Archive

Popular Posts