Breaking News

କୋଣାର୍କ ର ୨ୟ ସଂଧ୍ଯାରେ ବାଲୁକା କଳାପଦର୍ଶନୀ

କୋଣାର୍କ –----ଅ।ନ୍ତର୍ଜାତିକ ବାଲୁକା କଳା ଉତ୍ସବ ୨ୟ ସଂଧ୍ୟାରେ କଳ।କାର ମାନେ   ସେମାନଙ୍କର ନିଖୁଣ ବାଲୁକା  କଳାରେ ଦର୍ଶକ ମାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି  । ବିଶେଷକରି ବାଲୁକା ଶିଳ୍ପୀ ମାନେ ବାଲିରେ ବିଶ୍ଵ ଐତିହ କୁ ଜିବନ୍ତ ଭାବରେ ପରିବେଷଣ କରିଛନ୍ତି ।  ବିଶ୍ଵ ଐତିହ୍ଯ ସହିତ ବୁଦ୍ଧଙ୍କ ଅ।ତ୍ମଶୈଳୀକୁ ଅତି ନିଖୁଣାର ସହିତ ପରିବେଷଣ କରିଛନ୍ତି କଳକାର ମାନେ  । ଦେଶ ବିଦେଶରୁ ଅ।ସିଥିବା କଳାକାର ମାନଙ୍କର ଦ୍ଵାରା ବୁଦ୍ଧଙ୍କର ଐତିହାସିକ କଥାବସ୍ତୁକୁ ଲୋକଲୋଚନ ଅ।ଣିବାକୁ ଚେଷ୍ଟା କରିଛନ୍ତି । ଏହାଛଡା ବାଲୁକା ଶିଳ୍ପୀ ମାନେ କୋଣାର୍କ ମନ୍ଦିର,ତାଜମହଲ, ଶାନ୍ତି ସ୍ତୁପ ଧଉଳି କୁ ବାଲୁକା କଳା ମାଧ୍ୟମରେ ଜିବନ୍ତ କରିବାକୁ ଵେଷ୍ଟା କରିବାର ଦେଖିବାକୁ ମିଳିଥିଲା ଯାହାକୁ ଦେଖିବାପାଇଁ ଚନ୍ଦ୍ରଭାଗା ବେଳା ଭୂମିରେ ପ୍ରବଳ ଭିଡ ଜମିଛି ଦର୍ଶକ ମାନଙ୍କର ।
ନିମାପଡାରୁ ଜୟନ୍ତ କୁମାର ସେଠୀ

Kpnarh

Blog Archive

Popular Posts