Breaking News

ପଥର ଓ ବାଲି ଚୋରା ଚାଲଣ ବେଳେ ଧର ପଗଡ;୬ଗାଡି ଅଟକ

ସାକ୍ଷୀଗୋପାଳ ----  ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ସାକ୍ଷୀଗୋପାଳ  ବସଷ୍ଟାଣ୍ଡ ନିକଟରେ  ଟ୍ରକ ଓ ଟ୍ରାକଟର ଗୁଡିକ ଯାଞ୍ଚ କରିଥିଲେ  । ଏହି ସମୟରେ  ବେ ଆଇନ ଭାବରେ ମାଙ୍କେଡା ପଥର ଓ ବାଲି ନେଇକି ଯାଉଥିବା ସମୟରେ ୬ଟି ଟ୍ରକ ଓ ଗୋଟିଏ ଟ୍ରାକ୍ଟଟର ଧରା ପଡିଛି । ସେମାନଙ୍କ ପାକରେ ସଠିକ ମାଲ ପରିବହନର ନିୟମ ଅନୁଯାୟୀ ପ୍ରମାଣପତ୍ର ଦେଖାଇ ପାରିନଥିଲେ  ।  ସେମାନଙ୍କ ଉପରେ ଜୋରିମାନ କରାଯାଇଛି । ଜୋରିମାନ ନ ଦେବାରୁ ଗାଡି ଗୁଡିକ ସତ୍ୟବାଦୀ ଥାନାକୁ ହସ୍ତାନ୍ତର କରାଯାଇଥିବା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି  । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Track and

Blog Archive

Popular Posts