Breaking News

ରାଜ୍ଯ ସ୍ତରୀୟ ପଶା ପ୍ରତିଯୋଗିତ

ସାକ୍ଷୀଗୋପାଳ---- ସତ୍ଯବାଦୀ ବ୍ଳକର ସାକ୍ଷୀଗୋପିନାଥ ସେବାୟତ ସଂଘ ପକ୍ଷରୁ ଦଶତମ ବାର୍ଷିକ ରାଜ୍ଯ ସ୍ତରୀୟ ପ୍ରତିଯୋଗିତା ଆସନ୍ତା ୧୦ ତାରିଖ ଶନିବାର ଦିନ ମନ୍ଦିର ସିଂହଦ୍ବାର ନିକଟରେ ଅନୁଷ୍ଠିତ ହେବ  । ପ୍ରତିଯୋଗିତାରେ ଭାଗ ନେବା ପାଇଁ ଇଛା ପ୍ରକାଶ କରିଥିବା ଦଳ ମାନେ ନିଜ ନିଜର ପଶାପାଲି ଓ କାଠି ସାଙ୍ଗରେ ଆଣିବେ ବୋଲି ସେବାୟତ ସଂଘର ସମ୍ପାଦକ ଓ ଆବାହକ ଦିବାକର ମହାପାତ୍ର ଜଣାଇଛନ୍ତି ।  ୧୦  ତାରିଖ ରାତ୍ରି ୭ ଟାରେ ଖେଳ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Sakhigopal rea Pasapali Pati jogita hebs

Blog Archive

Popular Posts