ବରିଷ୍ଠ ଖବରଦାତାଙ୍କ ପରଲୋକ
The afterlife of senior reporters
ଜଟଣୀ -ବରିଷ୍ଠ ଖବରଦାତା, ସମ୍ପାଦକ, ସ୍ତମ୍ଭକାର ତଥା ମଞ୍ଚ ଉଦଘୋଷକ ଶ୍ରୀ ସୂର୍ଯ୍ୟ ମହାନ୍ତିଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ଏହି ଖବର ପ୍ରସାର ହେବା ପରେ ସହରରେ ଦୁଃଖର ଛାୟା ଖେଳିଯାଇଛି । ଜଟଣୀର ବିଶିଷ୍ଟ ସମାଜସେବୀ ସହିତ ପରଉପକାରୀ ଥିଲେ । ଲୋକଙ୍କ ହୃଦୟରେ ସବୁ ସମୟରେ ପ୍ରିୟର ପାତ୍ର ଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୪/୨୦୨୨---୮,୩୫ Sakhigopal News,1/4/2022