Breaking News

ଆଦର୍ଶ ଶିକ୍ଷକଙ୍କର ହୃଦଘାତରେ ମୃତ୍ୟୁ

An ideal teacher dies of a heart attack.


ସାକ୍ଷୀଗେ।।ପଳ------ ସାକ୍ଷୀଗୋପାଳ ବ୍ଳକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମର ୪ର୍ଥ ଖଣ୍ଡିର ବରିଷ୍ଠ ଶିକ୍ଷକ ତଥା ସାମାଜସେବୀ ଲୋକନାଥ ମିଶ୍ରଙ୍କର୮୭ ବର୍ଷରେ ହୃଦ ଘାତରେ ମୃତ୍ୟୁ ହୋଇଯାଇଛି । ସେ ବୀରଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ଅନେକ ଦିନ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି । ଅବସର ନେବା ପରେ  ବିନା ଅର୍ଥରେ ସେ ଅନେକ ପିଲାଙ୍କୁ ଶିକ୍ଷା ଦାନ ଦେଇ ତାଙ୍କର ମହାନତା ପ୍ରଦାନ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ପ୍ରସାର ହେବା ପରେ ଖଣ୍ଡିରେ ଶୋଖର ଛାୟା ଖେଳିଯାଇଛି । ଗ୍ରାମ ଶଶ୍ମାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ବଡପୁଅ ସୁଧାଂଶୁ ଶେଖର ମିଶ୍ର ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ ବୋହୁ ନାତି ନାତୁଣୀ ମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୪/୨୦୨୨----୮,୩୫    Sakhigopal News, 2/4/2022

Blog Archive

Popular Posts