ବର୍ଷ ଆରମ୍ଭରୁ ଠାକୁର ଦର୍ଶନ ମିଲିଳା ନାହିଁ
Thakur has not been seen since the beginning of the year
ସାକ୍ଷୀଗେ।।ପଳ--- କୋଭିଡ-୧୯ ଆଇନ ଅନୁଯାୟୀ ଜିଲ୍ଲା ପ୍ରଶାସନ ନୂତନ ବର୍ଷକୁ ଆଖି ଆଗରେ ରଖି ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଜାରି କରିଛନ୍ତି । ଯାହା ଫଳରେକି ନୂତନ ବର୍ଷଫିକା ପଡି ଯାଇଛି । ନୂତନ ବର୍ଷରେ ଭକ୍ତ ମାନେ ଠାକୁରଙ୍କ ଦର୍ଶନ ପାଇଲେ ନାହିଁ । ପୁରୀ, ସାକ୍ଷରଗୋପାଳ ଆଦି ମନ୍ଦିର ମଧ୍ୟକୁ ଭକ୍ତଙ୍କୁ ବାରଣ କରାଯାଇଛି । ମନ୍ଦିର ଦ୍ୱାରା ଖୋଲା ରହିଥିଲେ ମଧ୍ୟ ମନ୍ଦିର ମଧ୍ୟକୁ ଶ୍ରଦ୍ଧାଳୁ ମାନଙ୍କୁ ରୋକ ଲଗାଯାଇଛି । ସିଂହଦ୍ୱାରା ନିକଟରେ ଠିଆ ହୋଇ ଭକ୍ତ ମାନେ ଠାକୁରଙ୍କୁ ଦର୍ଶନ କରି ଫେରିଛନ୍ତି । ସତ୍ୟବାଦୀ ଥାନା ଦେବୀ ପ୍ରସାଦ ପାତ୍ରଙ୍କ ତତ୍ୱବଧାନରେ ସଂହଦ୍ୱାର ନିକଟରେ ପୋଲିସ ଜଗି ରହିଛନ୍ତି । କେବଳ ସେବାୟତ ମାନେ ମନ୍ଦିର ମଧ୍ୟକୁ ଯିବା ଆସିବା କରୁଛନ୍ତି । ଠାକୁରଙ୍କ ନୀତିକାନ୍ତି କରାଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୧/୨୦୨୨---୮.୫୦ Sakhigopal News, 1/1/2022