ବିଜେଡି ସମର୍ଥନରେ 24 ପଞ୍ଚାୟତରେ ସରପଞ୍ଚ , ସମିତିସଭ୍ୟସଭ୍ୟା ଓ ତିନି ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ; ଅପେକ୍ଷା ମଇଦାନକୁ
Candidates for Sarpanch, Samiti Sabha and three Zilla Parishad in 24 panchayats with BJD support are finalized; Rather than on the field ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକର ୨୪ଗୋଟି ଗ୍ରାମ ପଞ୍ଚାୟତରେ ବିଜେଡି ସମର୍ଥନରେ ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ସେମାନଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସତ୍ୟବାଦୀ ବ୍ଳକରେ ୩ଟି ଜିଲ୍ଲା ପରିଷଦ ଜୋନ ରହିଛି । ସେ ଗୁଡିକ ହେଲା ୩୧, ୩୨ ଓ୩୩ ନଂ ଜୋନ । ୩୧ ନଂ ଜୋନରେ ବିଜେଡିର ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଉତରାୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଏହି ଜୋନରେ ୯ଟି ପଞ୍ଚାୟତ ରହିଛି ।
ଅଳଗୁମ ପଞ୍ଚାୟତରେ ବିଜେଡି ସରପଞ୍ଚ ପ୍ରାର୍ଥୀ ଭାବେ ରାଜଲକ୍ଷ୍ମୀ ପ୍ରଧାନ, ସମିତିସଭ୍ୟା ପୁଷ୍ପାଞ୍ଜଳି ବିଶ୍ୱାଳ,
ଶୁକଳରେ ଗଣେଶ ସେନାପତି,ସମିତିସଭ୍ୟ ,ବସନ୍ତ ବିଶ୍ୱାଳ,
ଆଳିସ ପଞ୍ଚାୟତରେ ବାସୁଦେବ ମଲ୍ଲିକ, ସମିତିସଭ୍ୟ , ବିପିନି କୁମାର ବେହେରା,
ନରେନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ଗୌୀରଙ୍ଗ ମଲିକ, ସମିତିସଭ୍ୟା, ଝରଣା ମଲିକ,
ମଧୁବନ ପଞ୍ଚାୟତରେ ସରପଞ୍ଚ ମିନା ପ୍ରଧାନ , ସମିତିସଭ୍ୟ ଶୈଳବାଳା ସାହୁ,
ସାଣ୍ଢରାଶାସନ ପଞ୍ଚାୟତରେ ପୁନିମା ସେଠୀ ସରପଞ୍ଚ ପ୍ରାର୍ଥୀ ହୋଇଥବା ବେଳେ ପଞ୍ଚେଇ ବେହେରା ସମିତିସଭ୍ୟ , ଦାସବିଦ୍ୟାଧରପୁର ପଞ୍ଚାୟତରେ ଝରଣା ବାଳା ସ୍ୱାଇଁ ସରପଞ୍ଚ ଶକୁନ୍ତଳା ପ୍ରଧାନ ସମିତିସଭ୍ୟ
ନୂଆସମେଶ୍ୱରପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ସୁରେନ୍ଦ୍ର ଭୋଇ, ସମିତିସଭ୍ୟା ଚନ୍ଦିକା ମହାରଣା
ବୀରରାମଚନ୍ଦ୍ରପୁର ପଞ୍ଚାୟତରେ ଦୀପା ବେହେରା ସରପଞ୍ଚ ରହିଛନ୍ତି ।
୩୨ ନଂ ଜୋନ ପାଇଁ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀନି ସ୍ୱପ୍ନା ଜେନା ରହିଛନ୍ତି ।
ଏହି ଜୋନରେ ୭ଟି ପଞ୍ଚାୟତ ରହିଛି । ବିଜେଡି ସମର୍ଥନରେ
ପେଣ୍ଠପଡା ପଞ୍ଚାୟତରେ ସରପଞ୍ଚ ଭାବେ ଅନୀଲ କୁମାର ସାହୁ, ସମିତିସଭ୍ୟ ପ୍ରାର୍ଥୀ ଭାବେ କାଳୁଚରଣଦାସ,
ଜୟପୁର ସରପଞ୍ଚ ଆରଧନା ସାମନ୍ତରାୟ ସରପଞ୍ଚ ଭାବେ ସମିତିସଭ୍ୟ ବିଜୟ କୁମାର ମହାପାତ୍ର,
କାଦୁଆ ପଞ୍ଚାୟତରୁ ସରପଞ୍ଚ ଭାବେ ଗାୟତ୍ରୀ ମହାପାତ୍ର, ସମିତିସଭ୍ୟ ସୁନିଲ କୁମାର ପଣ୍ଡା,
ବିଶ୍ୱନାଥପୁର ପଞ୍ଚାୟତରେ ସରପଞ୍ଚ ପ୍ରକାଶ ଚନ୍ଦ୍ର ମିଶ୍ର ଓ ସମିତି ସଭ୍ୟ ନିତ୍ୟାନନ୍ଦ ରାଉତ ।
ଦୁଗଲ ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ଭାରତୀ ବେହେରା, ସମିତିସଭ୍ୟ ରଶ୍ମିପିୟା ଖଟେଇ,
ମୂଳଅଳସା ପଞ୍ଚାୟତରୁ ଦେବୀ ପ୍ରସାଦ ଘଟୁଆରୀ ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ସମିତସଭ୍ୟସରସ୍ୱତୀ ପ୍ରଧାନ,
ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରୁ ସରପଞ୍ଚ ଭାବେ ରାଜ କିଶୋର ସେଠୀ ପ୍ରାର୍ଥୀ ହୋଇଥିବା ବେଳେସଂଯୁକ୍ତା ଭୋଇ ସମିତିସଭ୍ୟ ପ୍ରାର୍ଥୀ ହୋଇଛନ୍ତି ।
ସେହିପରି ୩୩ ନଂଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ବିଜେଡି ପକ୍ଷରୁ କୃଷ୍ଣଚନ୍ଦ୍ର ସ୍ବାଇଁ ରହିଛନ୍ତି ।
ଏହି ଜୋନରେ ୮ଟି ପଞ୍ଚାୟତର ରହିଛି ।
ା ସାରଙ୍ଗଯୋଡି ପଞ୍ଚାୟତର ସରପଞ୍ଚ ସବିତା ବେହେରା, ସମିତିସଭ୍ୟ ରୋଜାଲିନ ଜେନା,
ବଳପୁର ସରପଞ୍ଚ ଶୁକାନ୍ତି ମହାପାତ୍ର , ସମିତିସଭ୍ୟ ନିବେଦିତା ପାତ୍ର
ମହୁରା ସରପଞ୍ଚ ଲିଲିମଣି ସ୍ୱାଇଁ, ସମିତିସଭ୍ୟ ନିରଞ୍ଜନ ମହାରୀ,
ବିଦ୍ୟାଧରପୁର ପଞ୍ଚାୟତର ସରପଞ୍ଚ ଦୁଃଶାସନ ପ୍ରଧାନ, ସମିତିସଭ୍ୟ ପ୍ରଫୁଲ ପ୍ରଧାନ,
ପରଜାପଡା ପଞ୍ଚାୟତରେ ସରପଞ୍ଚ ଶରତ ରାଉତରାୟ, ସମିତିସଭ୍ୟ ରାମଚନ୍ଦ୍ର ମହାନ୍ତି,
ରାଇଖଣ୍ଡି ପଞ୍ଚାୟତରେ ସୁବାଷ ଚନ୍ଦ୍ର ଦାଶ ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ରମାମଣି ପାତ୍ର ସମିତିସଭ୍ୟ,
କେତକୀପାଟଣା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଭାବେ ପ୍ରାର୍ଥୀପତ୍ର ବେଣୁଧର ବରାଳ , ସମିତିସଭ୍ୟ ବିଶ୍ୱଜିତି ତ୍ରିପାଠୀ
ଓ ବଳରାମପୁରଗଡ ପଞ୍ଚାୟତରେ ବିଷ୍ଠୁପିୟା ସ୍ୱାଇଁ ସରପଞ୍ଚ ପ୍ରାର୍ଥୀ ରହିଥିବା ବେଳେ ଲିଙ୍ଗରାଜ ସ୍ୱାଇଁ ସମିତି ସଭ୍ୟ ଭାବେ ବିଜେଡି ସମର୍ଥନରେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ ଜଣାଇଛନ୍ତି । । ଆବଶ୍ୟକ ସ୍ଥଳରେ ପ୍ରାର୍ଥୀ ପରିବର୍ତ୍ତନ ହୋବାର ମଧ୍ୟ ଆଶଙ୍କା ରହିଛି । ଯେଉଁଠି ନିଜ ନିଜ ମଧ୍ୟରେ ପ୍ରତିଯୋଗିତା ହେଉଛି ସେଠାରେ ନିଜ ନିଜ ମଧ୍ୟରେ ଆପେଷ ବୁଝାମଣା କରାଯିବା ପାଇଁ ଉଦ୍ଦ୍ୟମ ଜାରି ରହିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧/୨୦୨୨----୭,୫୦
Sakhigopal News, 23/1/2022