Breaking News

ସତ୍ୟବାଦୀ ଥାନାରେ ନୂତନ ଥାନା ଆଇଆଇସି ଯୋଗଦେଲେ

The new IIC joined the Satyavadi police station

ସାକ୍ଷୀଗୋପାଳ------ ସତ୍ୟବାଦୀ ଥାନାରେ ନୂତନ ଭାବେ ଆଇଆଇସି ଦୀଲ୍ଲିପ କୁମାର ଧଳ ଯୋଗ ଦେଇଥିବା ଜଣାପଡିଛି । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଧମପତ୍ନୀଙ୍କର ଅକାଳବି୍େରାଗ ଘଟିବା ପରେ ସେ ଛୁଟିରେ ରହିଛନ୍ତି । ଆଗକୁ ତ୍ରିସ୍ତରୀୟ ପଞ୍ଚାୟତନିର୍ବାଚନ ପାଖେଇ ଆସୁଥିବାରୁ ପୁରୀ ଏସପି ଏହାକୁ ନଜର କରି ସତ୍ୟବାଦୀ ଥାନାରେ ନୂତନ ଆଇଆଇସି ଭାବେ ଶ୍ରୀ ଧଳଙ୍କୁ ନିଯୁକ୍ତି ଦେଇଥିବା ଜଣାପଡିଛି । 

ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୨୦/୧/୨୦୨୨ 

Sakhigopal News, 20/1/2022

Blog Archive

Popular Posts