Breaking News

ଡେଙ୍ଗ ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ସରପଞ୍ଚ ଗୀତାଞ୍ଜଳି

Former Sarpanch Gitanjali has filed his nomination papers for the post of Deng Sarpanch.



ସଇଁନ୍ତଳା,:ଗାଁ ର ଉନ୍ନତି ଦିଗରେ ପଦକ୍ଷେପ ନେବା ସହ ଲୋକଙ୍କ ବିକାଶ ପାଇଁ ପ୍ରତିଜ୍ଞା କରି ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଡେଙ୍ଗ ସରପଞ୍ଚ ପଦବୀ ପାଇଁ ଆଜି  ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟଳୟକୁ  ଆସି ପୂର୍ବତନ ସରପଞ୍ଚ ଗୀତାଞ୍ଜଳି ମାଝୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସାଙ୍ଗରେ ତାଙ୍କର ସମର୍ଥକଙ୍କ ସହିତ ପ୍ରସ୍ତାବକ ଓ ଅନ୍ୟ ମାନଙ୍କ ଉପସ୍ଥିତି ରେ ଶେଷ ଦିନରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଅନ୍ୟପଟେ ଲୋକଙ୍କ ଆଶୀର୍ବାଦ ଓ ଭଲ ପାଇବା ଯୋଗୁଁ ନିଶ୍ଚିତ ଭାବରେ ବିଜୟୀ ଲାଭ କରିବେ ବୋଲି ଆଶା କରିଛନ୍ତି ।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ ,୨୧/୧/୨୦୨୨---୧୦,୨୫  Sakhigopal News,21/1/2022

Blog Archive

Popular Posts