Breaking News

ନନ୍ଦିଘୋର ଗ୍ରା.ପ ର ନୂତନ କଂଗ୍ରେସ କମିଟି ଗଠିତ

A new Congress committee has been formed in Nandighor village

ଓଡ଼ଗାଁ---- ଆଜି ନନ୍ଦିଘୋର ଗ୍ରା.ପ ର ନୂତନ କଂଗ୍ରେସ କମିଟି ଘୋଷଣା କରାଗଲା। ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରଣଜିତ କୁମାର ଦାସଙ୍କ ଅନୁମୋଦନ କ୍ରମେ ଆଜି ନନ୍ଦିଘୋର କଂଗ୍ରେସ କମିଟି ଘୋଷଣା କରାଯାଇଛି। ସଭାପତି ଭାବେ ଶ୍ରୀ ପ୍ରତାପ କୁମାର ପ୍ରହରାଜ, ଉପ ସଭାପତି ଶ୍ରୀ ସୁବାଷ ଚନ୍ଦ୍ର ପରିଡ଼ା, ସମ୍ପାଦକ ଭାବରେ ଶ୍ରୀ ଅମୀୟ କୁମାର ଘଡେଇ, ସହ ସମ୍ପାଦକ ଭାବରେ ଶ୍ରୀ ନକୁଳ ପ୍ରଧାନ, କୋଷଧ୍ୟକ୍ଷ ଶ୍ରୀ ନାରାୟଣ ପାତ୍ର, ଉପଦ୍ରଷ୍ଟା ଭାବେ ଶ୍ରୀ ମହେଶ୍ଵର ପରିଡା,ଧନେଶ୍ଵର ସାହୁ, କାର୍ଯ୍ୟକରୀ ସଭ୍ୟ ଭାବରେ କୃଷ୍ଣଚନ୍ଦ୍ର ପ୍ରଧାନ, ଦୁରୁଜ ପ୍ରଧାନ, ଦୁରୁଜ ଦଳେଇ, କାର୍ତ୍ତିକ ନାୟକ ଏବଂ ବୀଣା ପ୍ରଧାନଙ୍କୁ ଚୟନ କରାଯାଇଥିବା ସମ୍ପର୍କରେ ପୂର୍ଣ୍ଣ ଚନ୍ଦ୍ର ନାୟକ  ସଭାପତି କଂଗ୍ରେସ କମିଟି ,ଓଡ଼ଗାଁ ଦେଇଛନ୍ତି।
       ନନ୍ଦିଘୋର କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ମାନଙ୍କୁ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଓ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରଣଜିତ କୁମାର ଦାସଙ୍କୁ ଓଡ଼ଗାଁ ବ୍ଳକ କଂଗ୍ରେସ କମିଟି ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛି। ଓଡ଼ଗାଁ ରୁ ଦୀଲ୍ଳିପ କୁମାର ବିଶୋଇ ଙ୍କ ରିପୋର୍ଟ,୨୩/୧/୨୦୨୨----୫,୪୦
 Sakhigopal News,23/1/2022
        
                

Blog Archive

Popular Posts