Breaking News

ଦୁବୁର୍ତ୍ତ ପୋଡି ଦେଲେ ଦେକାନ

Dekan was burnt to death

ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ଅଠେଇଶ ଗ୍ରାମରେ ଥିବା କୈଳାସ ଚନ୍ଦ୍ର ବେହେରାଙ୍କ  ଦୋକାନକୁ କେହି ଦୁବୁର୍ତ୍ତ ପୋଡି ଦେଇଥିବା ନେଇ ସତ୍ୟବାଦୀ ଥାନାରେ ସେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କ୍ରମେ ୨୦/୨୨ରେ ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ଦିଲ୍ଲିପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୧/୨୦୨୨---୮,୨୦   Sakhigopal News, 21/1/2022

Blog Archive

Popular Posts