Breaking News

୮ ଲିଟର ଦେଶୀ ମଦ ଜବତ ,୨ ଗିରଫ

8 liters of native liquor seized, 2 arrested.

ସାକ୍ଷୀଗୋପାଳ---- ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଥାନା ଆଇଆଇସି ଦୀଲ୍ଲିପ କୁମାର ଧଳଙ୍କ ନେତ୍ୱତୃରେ ଏକ ଟିମ  ଚୋରା ମଦ କାରବାର ଉପରେ ଚଡାଉ ଆରମ୍ଭ  କରାଯାଇଛି । ସତ୍ୟବାଦୀ ଥାନା ଅନ୍ତର୍ଗତ  ଚିଲପାଟଣା ଗ୍ରାମର ବିଜିପୁର ଗ୍ରାମର ବିଜୟ ଭୋଇଙ୍କ ଘର ଉପରେ ଚଡାଉ କରି୫ ଲିଟର ଦେଶୀ ମଦ ଜବତ କରିବା ସହ  ସେହି ଗ୍ରାମର ଭିକାରୀ ଭୋଇଙ୍କ ଠାରୁ ସାଢ଼େ ତିନିଲିଟର ଦେଶୀ ମଦ ଜବତ କରିଛନ୍ତି ।  ଦୁଇ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡିଛି । ସତ୍ୟବାଦୀ ଥାନାରେ ୨୭ଓ ୨୮/୨୨ରେଦୁଇଟି ମାମଲା ରୁଜ କରାଯାଇଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧/୨୦୨୨----୬,୫୦ 

  Sakhigopal News, 24/1/2022

Blog Archive

Popular Posts