The final list of candidates has been released.

ସାକ୍ଷୀଗୋପାଳ---ସତ୍ୟବାଦୀ ବ୍ଳକର ୩୨ନଂଜୋନରେ ଜିଲ୍ଲା ପରିଷଦ ଭାବେ ବିଜେଡି ପ୍ରାର୍ଥୀ ସ୍ୱପ୍ନା ଜେନା ପ୍ରାର୍ଥୀନି ରହିଥିବା ବେଳେ ବିଜେପି ଦଳ ପକ୍ଷରୁ ବିଷ୍ଠୁପିୟା ବରାଳ ରହିଛନ୍ତି । ଏହି ଜୋନରେ ୭ଟି ପଞ୍ଚାୟତ ରହିଛି । ପେଣ୍ଟପଡା ପଞ୍ଚାୟତରେ ସରପଞ୍ଚ ଭାବେ ୫ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନେ ହେଲେ ଅନିଲ କୁମାର ସାହୁ --ଖୋଲାବହି, ଉମେଶ ପ୍ରଧାନ--- ମାଛ, ଚିନ୍ମୟ ରାଉତ---ସୂର୍ଯ୍ୟ , ବିଶ୍ୱଜିତି ହୋତା----ଖୋଲାଛତା ଓ ମଜିତ ଖାଁ ଲଙ୍ଗଳ ଚିହ୍ନ ରହିଛି । ସମିତିସଭ୍ୟା ୫ଜଣ ପ୍ରାର୍ଥା ରହିଛନ୍ତି ସେମାନେ ହେଲେ କାଳୁଚରଣ ଦାସ----କେଟିଲି, କୃଷ୍ଣଚନ୍ଦ୍ର ସାହୁ---ଷ୍ଟୁଲ, ଦ୍ୱିଜବର ଗୌଡୁ----ବସ, ବାସୁଦେବ ସାହୁ---ତାଲା ଓ ଚାବି ଓ ସୁମନ୍ତ ଘଟୁଆରୀ- ଚଷମା ଚିହ୍ନ ରହିଛନ୍ତି । ଜୟପୁର ଗ୍ରାମ ପଞ୍ଚାୟତରେ ୪ ଜଣ ସରପଞ୍ଚ ପ୍ରାର୍ଥୀ ଭାବେ ଆରଧନା ସାମନ୍ତରାୟ--- ଖୋଲାବହି, ପ୍ରଭାତୀ ଶତପଥି--- ମାଛ, ସାଗରିକା ପ୍ରଧାନ--ସୂର୍ଯ୍ୟ ଓ ସୁକାନ୍ତି ସାହୁ--ଖୋଲାଚତା ଚିହ୍ନ ରହିଛ । ସମିତିସଭ୍ୟ ପାଇଁ -ଅଶୋକ କୁମାର ବେହେରା- କେଟିଲି, ଦୀପକ ଶତପଥୀ --- ଷ୍ଟୁଲ ଓ ବିଜୟ କୁମାର ମହାପାତ୍ର ---ବସ ଚିହ୍ନ ରହିଛି । କାଦୁଆ ପଞ୍ଚାୟତରେ ୪ଜଣ ସରପଞ୍ଚପ୍ରାର୍ଥୀ ଭାବେ ଗାୟତ୍ରୀ ମହାପାତ୍ର---- ଖୋଲାବହି, ବନ୍ଦନା ମହାପାତ୍ର -- ମାଛ , ଶୁଭଲକ୍ଷ୍ମୀ ବିଶ୍ୱାଳ-- ସୂର୍ଯ୍ୟ ଓ ସୁମିତ୍ରା ମହାପାତ୍ର-- ଖେଶଲାଛତା ଚିହ୍ନ ରହିଛି । ସେହିପରି ସମିତିସଭ୍ୟ ଭାବେ ପ୍ରକାଶ କୁମାର ମହାରଥୀ --- କେଟିଲି, ପ୍ରଫୁଲ ଚନ୍ଦ୍ର ମହାପାତ୍ର --- ଷ୍ଟଲ ଓ ସୁନିଲ କୁମାର ପଣ୍ଡା --ବସ ଚିହ୍ନରେ ମଇଦାନକୁ ଓହା୍ଳଇଛନ୍ତି । ବିଶ୍ୱନାଥପୁର ପଞ୍ଚାୟତରେ ୫ଜଣ ଗଣେଷ ଗୁରୁ--- ଖୋଲାବହି, ପୁଣ୍ୟଶ୍ଳୋକ ସ୍ୱାଇଁ--ମାଛ , ପ୍ରକାଶ କୁମାର ମିଶ୍ର-- ସୂର୍ଯ୍ୟ, ପ୍ରମୋଦ କୁରୁ-- ଖୋଲାଛତା, ସର୍ବେଶ କୁମାର ଷଡଙ୍ଗୀ--- ଲଙ୍ଗଳ ଚିହ୍ନ ରହିଥିବା ବେଳେ ସମିତିସଭ୍ୟ ପାଇଁ ଚିତ୍ରସେନ ବରାଳ--କେଟିଲି , ଜଗନ୍ନାଥ ଷଡଙ୍ଗୀ -- ଷ୍ଟୁଲ , ନିତ୍ୟାନନ୍ଦ ରାଉତ--ବସ, ଭାଗରଥି ପ୍ରଧାନ-- ତାଲାଓ ଚାବି, ରବି ସ୍ୱାଇଁ ଚଷମା, ରଶ୍ମିରଞ୍ଜନ ମିଶ୍ର-- ହାତବିଞ୍ଚଣା ଚିହ୍ନ ରହିଛି । ଦୁଗଲ ପଞ୍ଚାୟତରେ ସରପଞ୍ଚ ପାଇଁ ୩ଜଣ ପ୍ରାର୍ଥୀ ରହିଛନ୍ତି ଚିନ୍ମୟୀକ୍ରିଷ୍ଣାଭଞ୍ଜ-- ଖୋଲାବହି, ଭାରତୀ ବେହେରା- ମାଛ, ସତ୍ୟଭାମା ବେହେରା--ସୂର୍ଯ୍ୟ ଚିହ୍ନ ରହିଛି । ସମିତସଭ୍ୟ ପାଇଁ ୩ଜଣ ମଧୁସ୍ମିତା ଖଟୋଇ -- କେଟିଲ, ରଶ୍ମିପିୟା ଖଟୋଇ--ଷ୍ଟୁଲ, ରେଶୁ ବେହେରା--ବସ ଚିହ୍ନ ରହିଛି । ମୂଳଅଳସା ପଞ୍ଚାୟତରେ ଅଜୟ ବେହେରା--ଖୋଲାବହି, ଦେବୀ ପ୍ରସାଦ ଘଟୁଆରୀ-- ମାଛ, ଶଙ୍କର୍ଷଣ ପ୍ରଧାନ-- ସୂର୍ଯ୍ୟ ଚିହ୍ନ ରହିଥିବା ବେଳେ ସମିତସଭ୍ୟ ପାଇଁ ୩ଜଣ ଛନୀ ପ୍ରଧାନ--- କେଟିଲ, ସରସ୍ୱତୀ ପ୍ରଧାନ- ଷ୍ଟୁଲ ଓ ସଞ୍ଜୁକ୍ତା ସେଠୀ -- ବସ ଚିହ୍ନ ରହିଛ । ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ୪ଜଣ ଜିତେନ୍ଦ୍ର କୁମାର ବେହେରା--ଖୋଲାବହି, ପ୍ରଭାତ କୁମାର ଭୋଇ---ମାଛ, ରବିନ୍ଦ୍ର ନାଥ ଭୋଇ---ସୂର୍ଯ୍ୟ, ରାଜକିଶୋର ସେଠୀ-- ଖୋଲାଛତା ଚିହ୍ନ ରହିଥିବା ବେଳେ ସମିତସଭ୍ୟ ପାଇଁ ୨ଜଣ ପ୍ରାର୍ଥୀ ରହିଛନ୍ତି ସେମାନେ ହେଲେ ନମିତା ବେହେରା--- କେଟିଲ ଓ ମଞ୍ଜୁଲତା ଭୋଇ- ଷ୍ଟୁଲ ଚିହ୍ନ ରହିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୧/୨୦୨୨---୬,୫୫ Sakhigopal News, 26/1/2022