>>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ଗୁରୁ ଲିଙ୍ଗରାଜ ବେହେରାଙ୍କ ସ୍ମୃତି ରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ

    Day and night volleyball tournament in memory of Guru Lingaraj Behera



    ସାକ୍ଷୀଗୋପାଳ------ ଗୁରୁ ଲିଙ୍ଗରାଜ ବେହେରାଙ୍କ ସ୍ମୃତି ଉଦ୍ଧ୍ୟେଶରେ ଶ୍ରୀରାମଚନ୍ଦ୍ରପୁର ଆଚାର୍ଯ୍ୟ ଯୁବପରିଷଦ ଆନୁକୂଲ୍ୟରେ ଦିବାରାତ୍ରଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ନୂଆଗେଁ ଅଳଗୁମ, ଓ ଶ୍ରୀରାମଚନ୍ଦ୍ରପୁର କ, ଶ୍ରୀପରାମଚନ୍ଦପୁର ଖ ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଫାଇନାଲ ମ୍ୟାଚ ଶ୍ରୀରାମଚନ୍ଦ୍ରପୁର କ ଓ ଶ୍ରୀରାମଚନ୍ଦ୍ରପୁର ଖ ଦଳ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା । କ ଦଳ ୨-୧ ସେଟରେ ଖ ଦଳକୁ ପରାସ୍ତା କରି ବିଜୟୀ ହୋଇଥିଲା । ଗୁରୁ ଲିଙ୍ଗରାଜ ବେହେରାଙ୍କ ତାଙ୍କ ସ୍ମୃତି ଉଦ୍ଧ୍ୟେଶରେ ଏହି ଟୁର୍ଣ୍ଣମେଣ୍ଟ ଆୟୋଜନ କରାଯାଇଥିଲା । ସ୍ମଗତ ଶ୍ରୀ ବେହେରା ଶ୍ରୀରାମଚନ୍ଦ୍ରପୁର ଆଚାର୍ଯ୍ୟ ଯୁବ ପରିଷଦ  କ୍ରୀଡ ଓସଂସ୍କୃତି ପାଇଁ ତାଙ୍କର ଅବଦାନ ବହୁତ ରହିଛି ।   କବି ତଥା ଲେଖକରଞ୍ଜନ କୁମାର  ମିଶ୍ର, ଭଲିବଲ କ୍ରୀଡାବିତ ତଥା ପ୍ରଶିକ୍ଷକ ପ୍ରଭାକର ତ୍ରିପାଠୀ, ଖେଳାଳୀ ପ୍ରସନ୍ନ କୁମାର ନନ୍ଦ,  କ୍ରୀଡା ପ୍ରଶିକ୍ଷକ ସନ୍ଦୀପ ତ୍ରିପାଠୀ, ଓ ମାନସ ତ୍ରିପାଠୀ, ଦେବାଶିଷ ନନ୍ଦ, ଅଭୟ ନନ୍ଦ, ପ୍ରଶବ ମିଶ୍ର, ପବିତ୍ର ମିଶ୍ର, ଜଗତଜ୍ୟୋତି ମିଶ୍ର, ସଂଗ୍ରାମ କେଶରୀ ମିଶ୍ର, ଆଶୁତୋଷ ତ୍ରିପାଠୀ ପ୍ରମୁଖ କ୍ରୀଡାବିତ ମାନେ ଖେଳ ପରିଚାଳନା ସହିତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 


    ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୨୦/୧/୨୦୨୨----୭,୫୦  

      Sakhigopal News, 20/1/2022

    Blog Archive

    Popular Posts