>>
  • ବର୍ଷ ତମାମ ଗଲା କେନାଲ ସଫା ହେଲାନାହିଁ ; ବର୍ଷା ଦିନେ କେନାଲ ସଫାକାର୍ଯ୍ୟ ଚାଲିଛି
  • >>
  • ଛଅ ପ୍ରାଣି କୁଟୁମ୍ବ ଧରି ଦିଜରାଜ ପଲିଥିନି ତଳେ ; ଆବାସ ଯୋଜନା ମିଳିବ କେବେ
  • >>
  • କ୍ରାନ୍ତିପଡା ରେ ନଳକୂଅ ଦୀର୍ଘ ଦିନ ହେଲା ଅଚଳ
  • >>
  • ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି
  • >>
  • ଭାଗବତରେ ସମାଜ ଶିକ୍ଷା : ଆଲୋଚନା ଚକ୍ର ଅନୁଷ୍ଠିତ
  • >>
  • ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତୀ ପାରୁନାହିଁ ସରକାରି ଜମି ; ସାମାଜିକ ଅନୁଷ୍ଠାନର ଜମି ଜବରଦଖଲ ଅଭିଯୋଗ
  • >>
  • ବାଳିକା ସଚେତନତା ଶିବିର ଅନୁଷ୍ଠିତ
  • >>
  • ଜଟଣୀରେ ଜଳ ଯୋଗାଣ ବିପର୍ଯ୍ୟସ୍ଥ ; ବର୍ଷା ଦିନେ ଆସୁଛି ଗୋଳିଆ ପାଣି
  • >>
  • ୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
  • >>
  • ସାକ୍ଷୀଗୋପାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ, ୨୫୩ ପ୍ରକଳ୍ପ ରୁ ୫୪ଟି ପ୍ରକଳ୍ପ ସଙ୍କୁଳସ୍ତରକୁ ମନୋନୀତ
  • >>
  • ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨୦ ମାସର ଶିଶୁକନ୍ୟା 'ଶ୍ରେୟାଶିଂ'
  • >>
  • ଆସାମୀକୁ ଗିରଫ କରିବା ଦାବିରେ ; ଗଡିଶାଗୋଦା ଥାନା ସମ୍ମୁଖରେ ମହିଳା ମାନେ ଧାରଣା ଦେଲେ
  • >>
  • ମନ୍ଦିରର ତାଲା ଭାଙ୍ଗି ଦୁବୁର୍ତ୍ତ ଠାକୁରାଣିଙ୍କ ଆଖି ତାଡିନେବା ସହିତ ସମସ୍ତ ଆସବାସପତ୍ର ଲୁଟିନେଲେ
  • >>
  • ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
  • >>
  • ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ଉ, ୧୯ ଗିରଫ
  • ଡେଲାଙ୍ଗରେ ପ୍ଳାଷ୍ଟିକ କମ୍ପାନୀ ଉଦଘାଟନ

    Plastic company inaugurated in Delang

     ଡେଲାଙ୍ଗ ---- ପୁରୀ ଜିଲ୍ଲାରେ ପ୍ରଥମ କରି ଏକ ପ୍ଳାଷ୍ଟିକ କମ୍ପାନୀ ପ୍ରତିଷ୍ଠା ହୋଇଛି । ଏହା ହେଉଛି ପୁରୀ ଜିଲ୍‌ଲାରେ ପ୍ରଥମ । ପଟ୍ଟନାୟିକିଆ- ଡେଲାଙ୍ଗ ରାସ୍ତାର କଣ୍ଟବଣିଆ ଛକ ନିକଟରେ ପ୍ରାୟ୨.୫୦ କୋଟି ଟଙ୍କା ବ୍ୟାୟରେ ଏହି କମ୍ପାନୀ ଶୁଭାରମ୍ଭ ହୋଇଛି । ଯାହା ଫଳରେକି ସ୍ଥାନୀୟ ଅଞ୍ଚଳରେ ପ୍ଳାଷ୍ଟିକ ବଜ୍ୟବସ୍ତୁ ସଂଗ୍ରହ କରାଯାଇ ନୂତନ ପ୍ରଦ୍ଧତି ଦ୍ୱାରା ଭଲ ପ୍ଳାଷ୍ଟିକ ଏଠାରୁ ପ୍ରସ୍ତୁତ କରାଯିବ । ଯାହାକି ବିଭିନ୍ନ ଅଞ୍ଚଳରେ ଥିବା ପ୍ଳାଷ୍ଟିକ କମ୍ପାନୀ  ମାନେ ଏଣିକି କଞ୍ଚା ମାଲ ପାଇଁ ଆଉ ହଇରାଣ ହେବେ ନାହିଁ ବୋଲି  ଯୁବ ଶିଳ୍ପପତି ପ୍ରଦ୍ନନାଭ ବରାଳ କହିଛନ୍ତି । ଏହି କମ୍ପାନୀରେ ପ୍ରାୟ ୫୦ ଜଣ ଯୁବକ ଯୁବତୀ ନିଯୁକ୍ତି ପାଇ ପାରିବେ  ବୋଲି ଆଶା କରାଯାଇଛି । 

    ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୮/୧/୨୦୨୨---୧୦.୨୦ 

      Sakhigopal News, 28/1/2022

    Blog Archive

    Popular Posts