Breaking News

ଆଚାର୍ଯ୍ୟ ହରିହର ଶିଶୁ ଭବନ ପରିସରରେ 73ତମ ସାଧାରଣ ତନ୍ତ୍ର ଦିବସ ପାଳନ

Celebrating the 73rd General Tantra Day at Acharya Harihar Shishu Bhavan.
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ଆଚାର୍ଯ୍ୟ ହରିହର ଶିଶୁ ଭବନ ପରିସର ରେ ୭୩ ତମସାଧାରଣ ତନ୍ତ୍ର ଦିବସ ପାଳନ ହୋଇଯାଇଛି ।  କରୋନା ମହାମାରୀ ର ସମସ୍ତ ନିୟାମ ପାଳନ ଅନୁଯାୟୀ ଶିଶୁ ମାନଙ୍କ ଗହଣରେ ଭବନ ର ଉପସଭାପତି ଶ୍ରୀଯୁକ୍ତ ବିରେନ୍ଦ୍ର ଭୂଷଣ ହୋତା ଙ୍କ ସହିତ ଆଶ୍ରମ ର ସମସ୍ତ କର୍ମଚାରୀ ଏବଂ କର୍ମକର୍ତ୍ତା ମାନଙ୍କ ଉପସ୍ଥିତି ରେ ପତାକା ଉତ୍ତୋଳନ କରିଥିଲେ । ସମସ୍ତ ଶିଶୁଙ୍କୁ ଏହି ଦିବସ ର ମାହାତ୍ମ୍ୟ ଜଣାଇ ସମସ୍ତ ଙ୍କୁ ଉଦବୋଧନ ଦେଇଥିଲେ ।  ସୁବୋଧ କୁମାର ସ୍ବାଇଁ , ମିନାକ୍ଷୀ ବାରିକ,  ସୁଭ୍ରାଜିତା ଶୁଭଦର୍ଶୀନି , ଜ୍ୟୋତି ରାଣୀ ମିଶ୍ର ,ଶାନ୍ତନୁ କୁମାର ସାହୁ,କବିତା ପାତ୍ର,ଶାନ୍ତିଲତା ଚୌଧୁରୀ , ପ୍ରମୋଦ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
 
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୧/୨୦୨୨---- ୧୦,୫୦  Sakhigopal News,27/1/2022

Blog Archive

Popular Posts