Breaking News

ସତ୍ୟବାଦୀ ବ୍ଳକରେ ଦୁତୀୟ ଦିନରେ 43 ପ୍ରାର୍ଥୀପତ୍ର ଦାଖଲ

In the Satyavadi block, 43 candidates filed their nominations on the second day.

ସାକ୍ଷୀଗୋପାଳ--- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦୁତୀୟ ଦିବସରେ ସତ୍ୟବାଦୀ ବ୍ଳକରେ ୪୩ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୩୬ଜଣ ୱାର୍ଡ ସଭ୍ୟସଭ୍ୟା ମାନେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୪ଜଣ ସରପଞ୍ଚ ଓ ୩ଜଣ ସମିତସସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି  ପ୍ରଥମ ଦିନରେ  ୫୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ବୋଲି ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି ।  

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୧/୨୦୨୨ 

 Sakhigopal News, 18/1/2022


Blog Archive

Popular Posts