Breaking News

ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ କଂଗ୍ରେସ ଯୁବ ନେତା ପ୍ରମୋଦ କୁମାର ଭୋଇ ଦାଖଲ କଲେ ନାମାଙ୍କନ ପତ୍ର


Congress youth leader Pramod Kumar Bhoi filed his nomination papers as the district council candidate.

ବଲାଙ୍ଗୀର---  ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଯୋନ ୩୨ ରେ କଂଗ୍ରେସ ଯୁବ ନେତା ଜିଲ୍ଲା ପରିଷଦ   ପ୍ରମୋଦ କୁମାର ଭୋଇ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ କହିଛନ୍ତି ଯେ ତୃଣମୂଳ ସ୍ତରରେ ଲୋକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ସୁରୁଖୁରୁରେ ପାଇପାରିବେ। ବିନା କୌଣସି ଦୁର୍ନୀତିରେ ଓ ନିଜ ଅଞ୍ଚଳର ପ୍ରାକୃତିକ ପରିବେଶରୁ ଲୋକେ ବେଶୀ ଲାଭବାନ ହେବେ । ସରକାରୀ ସହାୟତା ଓ ପଞ୍ଚାୟତର ସମସ୍ତ ଗ୍ରାମର ସୁବିଧା ସାଙ୍ଗକୁ ସୌନ୍ଦର୍ଯ୍ୟିକରଣ ଉପରେ ଧ୍ୟାନ ଦେବେ ବୋଲି ସେ ପ୍ରାର୍ଥୀ ପତ୍ର ଦାଖଲ କରିବା ପରେ କହିଛନ୍ତି ।
 ବଲାଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ, ୨୦/୧/୨୦୨୨-----୩,୪୦ 
 Sakhigopal News,20/1/2022

Blog Archive

Popular Posts