Breaking News

>>
  • ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ନୂତନ ଛାତ୍ରୀ ଓ ଅଧ୍ୟାପିକାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
  • >>
  • ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସମାରୋହ; ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ
  • >>
  • ଛତିଶଗଡରେ ସ୍ମରଣିକା ଦାରୁ ଦେବତା ର ବିତରଣ ଉତ୍ସବ ଅନୁଷ୍ଠିତ
  • >>
  • ୨ୟ ଦିନରେ ଡ୍ରାଇଭରଙ୍କ ଷ୍ଟିୟରିଂଛାଡ଼ ଆନ୍ଦୋଳନ, ବରଗଡ଼ରେ ଡ୍ରାଇଭର ଙ୍କୁ ଉଠାଇନେଲା ପୋଲିସ
  • >>
  • ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
  • >>
  • କଣାସରେ କଲବଲ କରୁଛି ହଇଜା ; କମିବାର ନାଁ ଧରୁ ନାହିଁ
  • >>
  • କରମଳାରେ ବନ ମହୋତ୍ସବ ପାଳିତ
  • >>
  • ଦାରୁଦେବତା ପୁସ୍ତକ ଉନ୍ମୋଚିତ;ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି -ଆଇଜି ହିମାଂଶୁ ଲାଲ କହିଲେ
  • >>
  • ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଠାରେ ରୋଟି ମେସିନ୍ ସ୍ଥାପନ
  • >>
  • ୟୁବି ହାଇସ୍କୁଲରେ ଏନ୍ ସିସି ପକ୍ଷରୁ ବନ ମହୋତ୍ସବ ପାଳିତ
  • >>
  • ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଟି ସ୍ଥାନରେ ଆକ୍ରମଣ, ଦୁଇ ଆହତ, ଦୁଇ ଗିରଫ
  • >>
  • ବାହାଡାପଦର ନୋଡାଲ ହାଇସ୍କୁଲ ଓ ରୋଟାରୀ କ୍ଳବ ତରଫରୁ ବନମହୋତ୍ସବ
  • >>
  • ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଅନୁଷ୍ଠିତ
  • >>
  • ସାକ୍ଷୀଗୋପାଳ ରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କୁ ସ୍ବାଗତ
  • ଫାଣ୍ଡି ଅଧିକାରୀଙ୍କ ଗାଡ଼ି ଧକ୍କାରେ ବଡ଼ମାଲ ଗୋଲାବାରୁଦ କାରଖାନାର କର୍ମଚାରୀଙ୍କ ମୃତ୍ୟୁ

    An employee of a large ammunition factory was killed in a car crash with a fundraiser

    ବଲାଙ୍ଗୀର----- ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଗୋଏଲ ଭାଡ଼ି ଛକରେ ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁଙ୍କ ଚାରିଚକିଆ ଗାଡି ଧକ୍କାରେ ବଡ଼ମାଲ ଗୋଲାବାରୁଦ କାରଖାନାର କର୍ମଚାରୀ ରମେଶ ନାଗଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ସୂଚନା ଯୋଗ୍ୟଯେ ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ନିଜ ଚାରିଚକିଆ ଯୋଗେ ଟିଟିଗଡ଼ ପଟୁ ଆସୁଥିବା ବେଳେ ବଡ଼ମାଲ କର୍ମଚାରୀ ରମେଶ ନାଗ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟପାଇଁ ଟିଟଲାଗଡ଼ ଯାଉଥିବା ବେଳେ ଗୋଏଲଭାଡ଼ି ଛକରେ ଉଭୟ ଗାଡି ଅମନାସାମ୍ନା ହୋଇଥିଲା । କାର ଗାଡିଟି ଧକ୍କା ଦେବା ଫଳରେ ବାଇକ ଅରୋହି ରମେଶ ନାଗଙ୍କ ଘଟଣା ସ୍ଥଳରେହି ମୃତ୍ୟୁ ହୋଇଥିଲା।ପରେ ଶବ ବ୍ୟବେଛେଦ ପରେ କ୍ଷତି ପୂରଣ ଦାବି ନେଇ ଜାତୀୟ ରାଜପଥ୨୬ ସଇଁତଲା ଥାନା ସ୍ଵମ୍ଭୁଖରେ ଅବରୋଧ କରିଥିଲେ ଲୋକମାନେ ।ପରେ ଘଟଣା ସମ୍ପର୍କରେ ଟିଟିଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ସତପଥୀ ସୂଚନା ପାଇ ଘଟଣା ସ୍ଥଳକୁ ପହଞ୍ଚି ମୃତ୍ୟୁ ପରିବାରଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । 
    ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୩୧/୧/୨୦୨୨--- ୮,୫୦
    E  Sakhigopal News,31/1/2022

    Blog Archive

    Popular Posts