ଚୁଡାନ୍ତ ପ୍ରାର୍ଥୀ ତାଲିକା ଓ ଚିହ୍ନ ପ୍ରକାଶ ପାଇଲା
The final list of candidates has been released.
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ କାର୍ଯ୍ୟାଳୟ ତରଫରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟ ଆଗେଇ ଚାଲିଛି । ନିର୍ବାଚନ ଅଧିକାରୀଙ୍କ ଓଡିଆ ଅକ୍ଷର ଅନୁସାରେ ୱାର୍ଡ ସଭ୍ୟ, ସରପଞ୍ଚ ଓ ସମିତିସଭ୍ୟ ପାଇଁ ଚିହ୍ନ ପ୍ରଦାନ କରାଯାଇଛି । ଯାହାକୁ ନେଇ ପ୍ରାର୍ଥୀ ମାନେ ଏବେ ନିଜ ନିଜର ଚିହ୍ନକୁ ନେଇ ନିର୍ବାଚନ ମଇଦାନରେ ପ୍ରଚାର ଓ ପ୍ରସାର କରିବେ । ୩୧ ନଂ ଜୋନରେ ୯ଟି ପଞ୍ଚାୟତ ରହିଛି । ଜିଲ୍ଲାପରିଷଦ ସଭ୍ୟ ପାଇଁ ନାରାୟଣ ରାଉତରାୟ ରହିଥିବା ବେଳେ ବିଜେପି ପକ୍ଷରୁ ଜାନକୀ ବଲ୍ଲଭ ବରାଳ ରହିଛନ୍ତି । ଅଳଗୁମ ଗ୍ରାମ ପଞ୍ଚାୟତର ସରପଞ୍ଚ ପାଇଁ ୪ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନେ ହେଲେ ଭରିମାକାନ୍ତୀ ଜେନା--ଖୋଲାବହି, ରାଜଲକ୍ଷ୍ମୀ ପ୍ରଧାନ--- ମାଛ, ସବିତା ବିଶ୍ୱାଳ---ସୂର୍ଯ୍ୟ ଓ ସରସ୍ୱତୀ ବିଶ୍ୱାଳ----ଖୋଲାଛତା ଚିହ୍ନ ରହିଛି । ସମିତିସଭ୍ୟା ୫ଜଣ ପ୍ରାର୍ଥୀନି ରହିଛନ୍ତି ସେମାନେ ହେଲେ ଚାରୁଲତା ପ୍ରଧାନ----କେଟିଲି, ପୁଷ୍ପାଞ୍ଜଳି ବିଶ୍ୱାଳ---ଷ୍ଟୁଲ, ମିନା କୁମାରୀ ପ୍ରଧାନ----ବସ, ମୁକ୍ତାମଞ୍ଜରୀ ବିଶ୍ୱାଳ---ତାଲା ଓ ଚାବି ଓ ଲକ୍ଷ୍ମୀପିୟା ମହାନ୍ତି ଚଷମା ରହିଛନ୍ତି । ଆଳିଶ ଗ୍ରାମ ପଞ୍ଚାୟତରେ ୨ଜଣ ସରପଞ୍ଚ ପ୍ରାର୍ଥୀ ଭାବେ ବାସୁଦେବ ମଳିକ--- ଖୋଲାବହି, ସୁରଥ ଚନ୍ଦ୍ର ସେଠୀ--- ମାଛ, ଚିହ୍ନ ରହିଛ । ସମିତିସଭ୍ୟ ପାଇଁ --କା୍କ୍ିକ ମଳିକ- କେଟିଲି, ବିପିନ କୁମାର ବେହେରା---- ଷ୍ଟୁଲ ଓ ମହେଶ୍ୱର ସେଠୀ ---ବସ । ଶୁକଳ ପଞ୍ଚାୟତରେ ୨ଜଣ ସରପଞ୍ଚ ଗଣେଶ୍ୱର ସେନାପତି---- ଖୋଲାବହି, ଲଳିତ ମୋହନ ସେନାପତି-- ମାଛ ଚିହ୍ନ ରହିଛି ସେହିପରି ସମିତିସଭ୍ୟ ବସନ୍ତ କୁମାର ବିଶ୍ୱାଳ--- କେଟିଲି, ବିଜୟ କୁମାର ମହାନ୍ତି--- ଷ୍ଟଲ ଓଶ୍ରୀଧର ବିଶ୍ୱାଳ--ବସ ଚିହ୍ନରେ ମଇଦାନକୁ ଓହା୍ଳଇଛନ୍ତି । ନରେନ୍ଦ୍ରପୁର ପଞ୍ଚାୟତରେ ୨ଜଣ ଗୌରାଙ୍ଗ ମଳିକ ଖୋଲାବହି, ତ୍ରିନାଥ ଭୋଇ--ମାଛ , ସମିତିସଭ୍ୟ ପାଇଁ ଝରଣା ମଳିକ--କେଟିଲି ଓ ସବିତା ଭୋଇ -- ଷ୍ଟୁଲ ଚିହ୍ନ ରହିଛି । ମଧୁବନ ପଞ୍ଚାୟତରେ ସରପଞ୍ଚ ପାଇଁ ୫ଜଣ ପ୍ରାର୍ଥୀ ରହିଛନ୍ତି ଅନାମିକା ଦେବୀ-- ଖେଶଲାବହି, କନକଲତା ପରିଡା- ମାଛ, ବର୍ଷା ପରିଡା --ସୂର୍ଯ୍ୟ, ମୀନା ପ୍ରଧାନ--- ଖୋଲାଛତା, ରଶ୍ମିତା ପ୍ରଧାନ--ଲଙ୍ଗଳ ଚିହ୍ନ ରହିଛି । ସମିତସଭ୍ୟ ପାଇଁ ୩ଜଣ ପୁଷ୍କଲତା ସାହୁ-- କେଟିଲ, ମିନତୀ ବରାଳ--ଷ୍ଟୁଲ, ଶୈଳବାଳା ସାହୁ--ବସ । ସାଣ୍ଢରାଶାସନ ପଞ୍ଚାୟତରେ କନକ ମଞ୍ଜରୀ ବେହେରା--ଖୋଲାବହି, ପୂର୍ଣ୍ଣିମା ସେଠି-- ମାଛ, ବାସନ୍ତି ବେହେରା ସୂର୍ଯ୍ୟ ଚିହ୍ନ ରହିଥିବା ବେଳେ ସମିତସଭ୍ୟ ପାଇଁ ୩ଜଣ ପଞ୍ଚେଇ ବେହେରା--- କେଟିଲ, ରଶ୍ମିତା ଭୋଇ- ଷ୍ଟୁଲ ଓ ସୁମିତ୍ରା ବେହେରା-- ବସ ଚିହ୍ନ ରହିଛ । ଦାସବିଦ୍ୟାଧରପୁର ପଞ୍ଚାୟତ ସରପଞ୍ଚ ପାଇଁ ଗାୟତ୍ରୀ ନନ୍ଦ-- ଖୋଲାବହି, ଝରଣାବାଳା ସ୍ୱାଇଁ-- ମାଛ, ବିଜୟଲକ୍ଷ୍ମୀ ରାଉତ--- ସୂର୍ଯ୍ୟ, ରିନାମଣି ସେଠୀ ---ଖୋଲାବହି ସେହିପରି ସମିତିସଭ୍ୟ ପାଇଁ ପଦ୍ୱାବତୀ ବାରିକ- କେଟିଲ, ଭବେନି ସାହୁ-- ଷ୍ଟୁଲ ଓ ସକୁନ୍ତଳା ପ୍ରଧାନ--- ବସ ରହିଛି । ନୂଆସମେଶ୍ୱରପୁର ପଞ୍ଚାୟତରେ ୬ଜଣ ସରପଞ୍ଚ ପ୍ରାର୍ଥୀ ଆର୍ତ୍ତତ୍ରାଣ ମଳିକ--- ଖୋଲାବହି, ନୀଳକଣ୍ଠ ସ୍ୱାଇଁ-- ମାଛ, ପ୍ରଶାନ୍ତ କୁମାର ପାଣି-- ସୂର୍ଯ୍ୟ, ବିରଞ୍ଚି ନାରାୟଣ ଦାଶ-- ଖୋଲାଛତା, ସୁରେନ୍ଦ୍ର ଭୋଇ-- ଲଙ୍ଗଳ ଓସୂର୍ଯ୍ୟନାରାୟଣ ରାଉତ--ନିଶୁଣି ଚିହ୍ନ ରହିଥବାବେଳେ ସମିତସଭ୍ୟ ପାଇଁ ୫ଜଣ ଚନ୍ଦ୍ରିକା ମହାରଣା-- କେଟିଲ, ଜ୍ୟୋତିମୟୀ ପଣ୍ଡା-- ଷ୍ଟୁଲ, ରଶ୍ମିତା ମଲିକ-- ବସ, ରୀନା ମଲିକ-- ତାଳା ଓ ଚାବି, ସ୍ନେହଲତା ପଣ୍ଡା- ଚଷମା ଚିହ୍ନ ରହିଛି । ବୀରରାମଚନ୍ଦ୍ରପୁର ପଞ୍ଚାୟତରେ ୪ଜଣ ଦୀପା ବେହେରା--ଖୋଲାବହି, ପୁଷ୍ପଲତା ବେହେରା---ମାଛ, ବର୍ଷାରାଣୀ ସେଠୀ---ସୂର୍ଯ୍ୟ, ବାସନ୍ତୀ ବେହେରା-- ଖୋଲାଛତା ଚିହ୍ନ ରହିଥିବା ବେଳେ ସମିତସଭ୍ୟ ପାଇଁ ୩ଜଣ ପ୍ରାର୍ଥୀ ରହିଛନ୍ତି ସେମାନେ ହେଲେ କିଶୋର ଭୋଇ--- କେଟିଲ ,ବିଷ୍ଣୁ ବେହେରା ---ଷ୍ଟୁଲ ଓ ସୁକାନ୍ତ ଭୋଇ ବସ ଚିହ୍ନ ରହିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୧/୨୦୨୨---୬,୫୫ Sakhigopal News, 26/1/2022