Breaking News

୧୧ ଲିଟର ବିଦେଶୀ ମଦ ଜବତ; ବ୍ୟବସାୟୀ ଗିରଫ

 11 liters of foreign liquor seized; Businessman arrested
  ଭଞ୍ଜନଗର-ତାରସିଂ ଥାନା ଅନ୍ତର୍ଗତ ଗାୟାଗଣ୍ଡା ଗ୍ରାମର ବଜାରରେ  ଏକ ଦୋକାନ ଉପରେ ତାରସିଂ ଥାନା ଅଧିକାରୀ ପ୍ରଦିପ୍ର କୁମାର ଦାଶ ସହ କର୍ମଚାରୀ ଚଢାଉ କରିଥିଲେ । ବେଆଇନ୍ ଭାବେ ବିକ୍ରି କରୁଥିବା ୧୧ ଲିଟର ବିଦେଶୀ ମଦ ଜବତ ସହ ବ୍ୟବସାୟୀ  ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଦାଶ କହିଛନ୍ତି ।ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିବାର୍ଚନ ଆସୁଥିବାର ମଦମୁକ୍ତ ଓ ଗଣ୍ଡଗୋଳକୁ ରୋକିବା ପାଇଁ ପେଟ୍ରୋଲିଂ ଯୋରଦାର କରାଯାଉଥିବା ଥାନାଧିକାରୀ ଶ୍ରୀ ଦାଶ ସୁଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧/୨୦୨୨----୭,୪୫ 
 Sakhigopal News,22/1/2022

Blog Archive

Popular Posts