ଏଗାର ବର୍ଷ ପରେ ଗିରଫ
Arrested eleven years later.
ସାକ୍ଷୀଗୋପାଳ ---- ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଥାନା ଆଇଆଇସି ଦୀଲ୍ଲିପ କୁମାର ଧଳଙ୍କ ନେତ୍ୱତୃରେ ଏକ ଟିମ ବିଭିନ୍ନ ଗ୍ରାମକୁ ଯାଇ ୱାରେଣ୍ଟି ମାନଙ୍କୁ ଗିରଫ କରୁଥିବା ଜଣାପଡିଛି । ସତ୍ୟବାଦୀ ଥାନାରେ ଏଗାର ବର୍ଷ ତଳର ଜଣେ ୱାରେଣ୍ଟିକୁ ସତ୍ୟବାଦୀ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ବ୍ଳକ ଛକ ନିକଟ ବିରଞ୍ଚି ମହାନ୍ତି । ତାଙ୍କ ନାମରେ ୨୦୧୧ରୁ ୱାରେଣ୍ଟ ରହିଥିଲା । ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥବା ଆଇଆଇସି ଶ୍ରୀ ଧଳଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୧/୨୦୨୨----୭,୫୫
Sakhigopal News, 25/1/2022