Breaking News

ଦୁଇ ୱାରେଣ୍ଟି ଗିରଫ

Two warrants have been arrested

ସାକ୍ଷୀଗୋପାଳ---- ତ୍ରିସ୍ତରୀୟ ନିର୍ବାଚନକୁ ଆଖି ଆଗରେ ରଖି ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଥାନା ପକ୍ଷରୁ ପଡି ରହିଥିବା ୱାରେଣ୍ଟି ମାନଙ୍କୁ ଧରପଗଡ କରାଯାଉଛି । ସତ୍ୟବାଦୀ ଥାନା ଆଇଆଇସି ଦୀଲ୍ଲିପ କୁମାର ଧଳଙ୍କ ନେତ୍ୱତୃରେ ଏକ ଟିମ ଧରପଗଡ ଆରମ୍ଭ କରିଛନ୍ତି । ମଠସାହି ଗ୍ରାମର ଜଳନ୍ଦର ବେହେରା, ଚନ୍ଦ୍ରକୋଟ ଗ୍ରାମର ଚନ୍ଦମଣି ବେହେରାଙ୍କ ନାମରେ ଅନେକ ଦିନ ହେବ ୱାରେଣ୍ଟ ରହିଥିଲା । ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥବା ଆଇଆଇସି ଶ୍ରୀ ଧଳଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧/୨୦୨୨----୬,୫୦    

 Sakhigopal News, 24/1/2022

Blog Archive

Popular Posts