Breaking News

ବଜ୍ରକାପ୍ତା ଉଧାର , ଜଙ୍ଗଲରେ ଛାଡିଲା ବନବିଭାଗ

Bajrakapta rescued, the forest department left in the forest.
ଭଞ୍ଜନଗର---ବାଟବଣା ହୋଇ ଚାଲିଆସିଥିବା ବଜ୍ରକାପ୍ତା କୁ ଉଧାର କରି ଜଙ୍ଗଲରେ ଛାଡିଲା ବନବିଭାଗ । ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବନାଞ୍ଚଳ ର ବନ୍ତା ନିକଟ ନୂଆସାହି ଠାରେ ନଜର କୁ ଆସିଥିଲା ଏଭଳି ଘଟଣା ।  ବନଖଣ୍ଡିୟ ଅଧିକାରୀ ଅଭୟ କୁମାର ଦଳାଇଙ୍କ ନିର୍ଦ୍ଦେଶ ପ୍ରକାରେ  ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସଙ୍କ ତତ୍ବାବଧାନରେ ଉଧାର ବଜ୍ରକାପ୍ତା କୁ ଜଗନ୍ନାଥ ପ୍ରସାଦ ପ୍ରାଣୀଧନ ଚିକିତ୍ସାଧିକାରୀ ଚିକିତ୍ସା କରିବା ପରେ  ପୁଣି ନିକଟସ୍ଥ ଜଗନ୍ନାଥ ପ୍ରସାଦ ସଂରକ୍ଷିତ ଜଙ୍ଗଲ ରେ ଛାଡି ଦିଆଯାଇଛି । ଏହି ଉଧାର କାର୍ଯ୍ୟ ରେ ଏସିଏଫ୍ ଏମ୍ . ମୋତିଲାଲ୍ ,  ଫରେଷ୍ଟର ଈଶା ଗଣେଶ , ରାଜେନ୍ଦ୍ର ଦଳାଇ , ବିଦ୍ୟୁତଲତା ଦଳାଇ ପ୍ରମୁଖ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୧/୨୦୨୨--୧୦--୪୦ 
Sakhigopal News,

Blog Archive

Popular Posts