ସତ୍ୟବାଦୀ ବ୍ଳକରେ ଜାତୀୟ ଭୋଟର ଦିବସ ପାଳିତ
National Election Day is celebrated in the Satyavadi block.
ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକ ପରିସରରେ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ତତ୍ୱବଧାନରେ ବ୍ଳକର ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକ, ବଡବାବୁ ପ୍ରଫୁଲ ବେହେରା,ପି.ଏ ସୌଭାଗ୍ୟ କର, ଯନ୍ତ୍ରୀ ସୁଧାଂଶୁ ଶେଖର ରଥଙ୍କ ସହିତ ବ୍ଳକର କର୍ମଚାରୀ ଓ ଉପସ୍ଥିତ ଥିବା ଭୋଟର ମାନଙ୍କୁ ବିଡିଓ ଶ୍ରୀ ବେହେରା ଶପଥ ପାଠ କରାଇଥିଲେ ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୨୫/୧/୨୦୨୨------୮,୦୫ Sakhigopal News, 25/1/2022