Breaking News

ସତ୍ୟବାଦୀ ହାଇସ୍କୁଲରେ କର୍ମସ୍ଥଳରେ ଚାପ ନିୟନ୍ତ୍ରଣ କାର୍ଯ୍ୟକ୍ରମ

Workplace stress control program at Satyavadi High School.


ସାକ୍ଷୀଗୋପାଳ ----  ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ କର୍ମ ସ୍ଥଳରେ ଚାପ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।  ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଶିବିରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ । ଶିବିରରେ ମନୋସ୍ତତ୍ୱବିତ ଡ. ଅପର୍ଣ୍ଣା ମହାନ୍ତି ଓ ଫିଜଓ ଥେରାପିଷ୍ଟ ଡାକ୍ତର ସିଦ୍ଧାର୍ଥଶଙ୍କର ପାତ୍ର ଯୋଗ ଦେଇ କର୍ମସ୍ଥଳରେ ଆଜିର ଦିନରେ ମାନସିକ ଚାପକୁ କିପରି ନିୟନ୍ତ୍ରଣ କରିବାର ବିଭିନ୍ନ ଉପାୟ ବିଷୟରେ ଆଲୋକପାତ କରିଥିଲେ । 

ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୨୭/୧/୨୦୨୨---୪,୪୦  

 Sakhigopal News, 27/1/2022

Blog Archive

Popular Posts